/odishatv-khabar/media/media_files/2025/10/22/reels-2025-10-22-08-10-54.jpg)
Reels Photograph: (OTV)
କାଳ ହେଲା କି ରିଲ୍ସ ନିଶା ? ପୁରୀରେ ରିଲ୍ସ କରୁଥିବା ଜଣେ ନାବାଳକ ଟ୍ରେନ୍ ଧକ୍କାରେ ମୃତ୍ୟୁ ପରେ ଏଭଳି ଚର୍ଚ୍ଚା ହେଉଛି। ପୁରୀ ଚନ୍ଦନପୁର ଥାନା ଜାନକାଦେଇପୁର ଷ୍ଟେସନରେ ଘଟିଛି ଅଘଟଣ। ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନଟି ଧକ୍କା ଦେଇଥିବା ସୂଚନା ମିଳିଛି।
Advertisment
ମୃତକ ନାବାଳକ ପୁରୀ ମଙ୍ଗଳାଘାଟର ବୋଲି କୁହାଯାଉଛି। ତାଙ୍କ ନାଁ ବିଶ୍ବଜିତ ସାହୁ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ଗୋଟିଏ ଟିମକୁ ଘଟଣାସ୍ଥଳ ସହ ଚନ୍ଦନପୁର ଓ ମଙ୍ଗଳାଘାଟକୁ ଯାଇଥିଲା। ତଦନ୍ତ ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ। ମିଳିଥିବା ସୂଚନା ଅନୁଯାୟୀ, ନାବାଳକଟି ବିଭିନ୍ନ ସମୟରେ ରିଲ୍ସ କରେ ବୋଲି ପଡ଼ିଶା ଲୋକ କହିଛନ୍ତି। ଆଉ ରିଲ୍ସ କରିବାବେଳେ ହିଁ ଏହି ଘଟଣା ଘଟିଛି।
Advertisment


Related Articles
BJP’s Query on Snehangini: ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁ ଘର କେଉଁଠି ? ବିଜେପି ବିଧାୟକ ନିହାର ମହାନନ୍ଦଙ୍କ ପ୍ରଶ୍ନ ପରେ ରାଜନୀତି ଜୋର୍
POSTED

Continuous Rain Forecasted: ସପ୍ତାହେ ଯାଏଁ ବର୍ଷା ନେଇ ପାଣିପାଗ ବିଭାଗର ୱାର୍ଣ୍ଣିଂ, ପଛକୁ ପଛ ୩ ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ
POSTED

Who Killed BJP Leader Pitabas? ବିଜେପି ଲିଡର ପୀତବାସ ହତ୍ୟା ପଛରେ କିଏ ? କର୍ପୋରେଟର ସହ ଛାତ୍ରନେତାଙ୍କଠୁ ପୋଲିସ ଖିଅ କାଢ଼ିଥିବା ଚର୍ଚ୍ଚା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)