/odishatv-khabar/media/media_files/2025/10/12/fish-2025-10-12-15-57-26.jpg)
fish Photograph: (OTV)
ଜାଲରେ ପଡିଲା କୋଟିଏ ଟଙ୍କାର ମାଛ। ଆଜି ସକାଳେ, ଓଡିଶା ପଶ୍ଚିମ ବଙ୍ଗ ସୀମା ଦୀଘା ମୁହାଣରେ ୯୦ଟି ତେଲିଆ ଭୋଳା ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଥିଲା, ଯାହାକୁ ପ୍ରାୟ ଏକ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ଦୀଘା ମୁହାଣରେ ସାଧାରଣତଃ ଏଭଳି ମାଛ ଧରାଯାଇଥାଏ। ଗଭୀର ସମୁଦ୍ରରେ ଏହି ମାଛ ମିଳିଥାଏ। ପ୍ରତ୍ୟେକ ମାଛର ଓଜନ ୩୦ରୁ ୩୫ କିଲୋଗ୍ରାମ ରହିଥାଏ।
ଜୀବନ ରକ୍ଷାକାରୀ ଔଷଧରେ ଲାଗେ ମାଛର ପିତ୍ତ
ମାଛର ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ। ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଇଥାଏ। ଦୀଘା ମାଛ ମାର୍କେଟରେ ଏହି ପ୍ରକାରର ମାଛ ଦେଖିବା ପାଇଁ ଲୋକ ଏବଂ ପର୍ଯ୍ୟଟକମାନେ ଭିଡ଼ ଜମାଇଥିଲେ। ମାର୍କେଟକୁ ଆସିବା ପରେ ଏହି ୯୦ଟି ମାଛକୁ କଲିଲତାର ଏକ ଫାର୍ମା କମ୍ପାନୀ ପ୍ରାୟ 1 କୋଟି ଟଙ୍କାରେ କିଣିନେଇଥିବା ସୂଚନା ମିଳିଛି। ...
ଜାଲରେ ପଡିଲା କୋଟିଏ ଟଙ୍କାର ମାଛ
ଦୀଘା ମୁହାଣରେ ମିଳିଲା ୯୦ଟି ତେଲିଆ ଭୋଳା ମାଛ
ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ତେଲିଆ ଭୋଳା ମାଛ
ପ୍ରାୟ ଏକ କୋଟି ଟଙ୍କାରେ ନିଲାମ ହେଲା ମାଛ
କୋଲକାତାର ଏକ ଫାର୍ମା କମ୍ପାନୀ କିଣିଲା ମାଛ
ପ୍ରତ୍ୟେକ ମାଛର ଓଜନ ୩୦ରୁ ୩୫ କିଲୋଗ୍ରାମ
ଜୀବନ ରକ୍ଷାକାରୀ ଔଷଧରେ ଲାଗେ ମାଛର ପିତ୍ତ
UPI rules will Change: ଗୋଟିଏ ଆପ୍ରେ ସବୁ ସୁବିଧା, Google Payରେ ବି ହେବ PhonePe କାମ

Nuapada Fight: ବିଜେଡି ପ୍ରାର୍ଥୀ କିଏ ? ବଢୁଛି ନୂଆପଡ଼ା ଉପନିର୍ବାଚନ ତାତି... ବିଜେପିରେ ଜୟ ସାମିଲ ହେବାପରେ ବିଜେଡି ଜଳକା

Heavy Rain: ଦୁଇଦିନ ଯାଏଁ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା, କୋରାପୁଟରେ ପ୍ରବଳ ବର୍ଷିବ

Audience Throws Bottle: ରାତିରେ ଚାଲିଥିଲା ନାଟକ, ମାଡ଼ ହେଲା ବୋତଲ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)