/odishatv-khabar/media/media_files/2025/09/27/modi-2025-09-27-14-15-49.jpg)
modi Photograph: (OTV)
ଝାରସୁଗୁଡ଼ା ସଭାରୁ କଂଗ୍ରେସକୁ ଧୋଇଲେ ମୋଦି । ମୋଦି କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି । ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା । ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି ।
କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା । ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ । GST ସଂସ୍କାର ନେଇ ହିମାଚଳ ପ୍ରଦେଶ ସରକାରକୁ ସମାଲୋଚନା କରିଛନ୍ତି ମୋଦି । GST କମ୍ ହେବା ସତ୍ତ୍ବେ ହିମାଚଳ କଂଗ୍ରେସ ସରକାର ଲୁଟ କରୁଛି । ସିମେଣ୍ଟ ଦାମ୍ ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି।
କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍ ୪୦ ହଜାର କମ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍ କମ୍ କରିଛନ୍ତି । ଏହାଦ୍ବାରା ବହୁତ ସଂଖ୍ୟାରେ ଆଦିବାସୀ କେନ୍ଦୁପତ୍ର ତେଳାଳି ଉପକୃତ ହେବେ ।
କଂଗ୍ରେସକୁ ସମାଲୋଚନା
୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା
୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି
୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା
ଆମ ସରକାର ୧୨ ଲକ୍ଷ ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି
କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା
ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ
କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍ ୪୦ ହଜାର କମ୍ କରାଯାଇଛି
କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍ କମ୍ କରିଛନ୍ତି
ବହୁତ ସଂଖ୍ୟାରେ ଆଦିବାସୀ କେନ୍ଦୁପତ୍ର ତେଳାଳି ଉପକୃତ
GST ସଂସ୍କାର ନେଇ ହିମାଚଳ ପ୍ରଦେଶ ସରକାରକୁ ସମାଲୋଚନା
GST କମ୍ ହେବା ସତ୍ତ୍ବେ ହିମାଚଳ କଂଗ୍ରେସ ସରକାର ଲୁଟ କରୁଛି
ସିମେଣ୍ଟ ଦାମ୍ ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି
OTET Exam Today: ଆଜି ରାଜ୍ୟବ୍ୟାପୀ ବାଧ୍ୟତାମୂଳକ ଓଟିଇଟି ପରୀକ୍ଷା, ବିଦ୍ୟାଳୟରେ ଏବେ ପିଲାଙ୍କର ଚାଲିଛି ପରୀକ୍ଷା

Big Shock for America: ୧୦୦% ଟାରିଫ୍ ବଢ଼ାଇ ଫସିଯିବେ କି ଟ୍ରମ୍ପ୍ ? ବଢ଼ିଯିବ ଔଷଧ ଦର, କ’ଣ କରିବ ଆମେରିକା ?

Lawyer Turned IAS: ଓକିଲାତି କରି ବନିଗଲେ IAS ଅଫିସର୍, ଦ୍ୱିତୀୟ ପ୍ରୟାୟରେ UPSC କ୍ରାକ୍

Fake Cop Busted in Bhadrak: ଖେଳନା ବନ୍ଧୁକ ଦେଖି ଡରାଉଥିଲା...କେବେ ଆର୍ମି, କେବେ ପୋଲିସ ବର୍ଦ୍ଦି ପିନ୍ଧି ଦବଙ୍ଗଗିରି କରୁଥିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)