/odishatv-khabar/media/media_files/2025/10/26/modi-on-koraput-cofee-2025-10-26-14-35-47.jpg)
MODI-ON-KORAPUT-COFEE Photograph: (OTV)
କୋରାପୁଟ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ୧୨୭ ତମ ମନ କି ବାତରେ କୋରାପୁଟ କଫିକୁ ପ୍ରଶଂସା । ମୋଦି କହିଛନ୍ତି, ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ । କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ । ଚାକିରି ଛାଡ଼ି କଫି ଚାଷରେ ମନ ବଳାଉଛନ୍ତି ଯୁବପିଢି । କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦି ପ୍ରଶଂସା କରିଛ୍ତି । 'ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
• କୋରାପୁଟ କଫିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
• କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ: ମୋଦି
• ଚା' ସହିତ କୋରାପୁଟ କଫି କଥା କହିଲେ ମୋଦି
• ଚାକିରି ଛାଡ଼ି କଫି ଚାଷରେ ମନ ବଳାଉଛନ୍ତି ଯୁବପିଢି
• କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦିଙ୍କ ପ୍ରଶଂସା
• 'ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି'
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)