Advertisment

Cyclone ‘Montha’: ସୃଷ୍ଟି ହେଲା ଗଭୀର ଅବପାତ; ୨୪ ଘଣ୍ଟାରେ ବାତ୍ୟା

ଗଭୀର ଅବପାତରେ ପରିଣତ ହେଲା ଅବପାତ। ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୦କିମି ବେଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା। ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ୍।

author-image
Chinmayee Sahoo
Cyclone

Cyclone Photograph: (OTV)

ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ଅବପାତ । ଗତ ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦କିମି ବେଗରେ ଗତିକରୁଛି । ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା । ବର୍ତ୍ତମାନ ଗଭୀର ଅବପାତଟି ଗୋପାଳପୁରଠାରୁ ୯୫୦କିମି ଏବଂ କାକିନାଡ଼ାଠାରୁ ୮୪୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି l 
ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ଉପକୂଳର କାକିନାଡ଼ାର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁପାରେ ସ୍ଥଳଭାଗ। 
ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ 90ରୁ 100 କିଲୋମିଟର ବେଗରେ ପବନ ବହିବ। ଝଟକା ପବନ ଘଣ୍ଟା ପ୍ରତି 110 କିଲୋମିଟର ଛୁଇଁପାରେ ।
•    ସୃଷ୍ଟି ହେଲା ଗଭୀର ଅବପାତ
•    ଗଭୀର ଅବପାତରେ ପରିଣତ ହେଲା ଅବପାତ 
•    ୬ ଘଣ୍ଟାଧରି ଘଣ୍ଟାପ୍ରତି ୧୦କିମି ବେଗରେ ଗତିକରୁଛି
•    ଆସନ୍ତା ୨୪ ଘଣ୍ଟାରେ ବାତ୍ୟା ସମ୍ଭାବନା
•    ଗୋପାଳପୁରଠାରୁ ୯୫୦କିମି ଦୂରରେ ଗଭୀର ଅବପାତ
•    କାକିନାଡ଼ାଠାରୁ ୮୪୦କିମି ଦୂରରେ କେନ୍ଦ୍ରୀଭୂତ
•    ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ
•    ୨୮ ତାରିଖ ସନ୍ଧ୍ୟାରୁ ରାତି ଭିତରେ ଲ୍ୟାଣ୍ଡଫଲ୍

Advertisment
cyclone montha
Advertisment
Related Articles
Advertisment