/odishatv-khabar/media/media_files/2026/02/23/assembly-2026-02-23-10-07-28.jpg)
Assembly Photograph: (OTV)
ଆଜି ବଜେଟ ଅଧିବେଶନର ଷଷ୍ଠ ଦିନ। ଆଜି ବି ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଗୃହକୁ ହୁଲସ୍ତୁଲ କରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଧାନ କିଣାରେ ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟନୀ ଛଟନୀ ପ୍ରସଙ୍ଗରେ ଗୃହରେ ଅଚଳାବସ୍ଥା ଜାରି ରଖିଛନ୍ତି ବିରୋଧୀ । ଆଜି ମଧ୍ୟ ସମାନ ପନ୍ଥା ଆପଣାଇପାରନ୍ତି ।
Advertisment
ଏପଟେ ଗୃହରେ ଆଜି ଅର୍ଥ, ସ୍ବରାଷ୍ଟ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ ରହିଛି। ସେହିପରି ସାଧାରଣ ବଜେଟ ଉପରେ ଆଲୋଚନା ଆରମ୍ଭ ହେବ। ତେବେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇ ପାରୁଛି ନା ନାହିଁ ତାଉପରେ ରହିଛି ନଜର।
Advertisment



Related Articles
Suspicious Death: ୪ ମହଲା କୋଠାରୁ ଖସି ମହିଳା ମୃତ; ହତ୍ୟା ନା ଆତ୍ମହତ୍ୟା!
POSTED

Poachers Target Migratory Birds: ମାତିଛନ୍ତି ଶିକାରୀ, ଛଟପଟ ହୋଇ ଯାଉଛି ପକ୍ଷୀଙ୍କ ଜୀବନ
POSTED

Weekly Horoscope From 23rd February 2026 To 1st March 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
POSTED

Daily Horoscope 23rd February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)