Advertisment

Oil Mafia Attacks Journalist: ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ, ସାମ୍ବାଦିକଙ୍କୁ ଆକ୍ରମଣ

ଝାରସୁଗୁଡା ବିମାନ ବନ୍ଦର ଥାନା ମାଳିମୁଣ୍ଡା ଆଇଓସିଏଲ ଡିପୋ ନିକଟରୁ ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମାଡ଼।

author-image
Chinmayee Sahoo
Oil Mafia Attacks Journalist

Oil Mafia Attacks Journalist Photograph: (OTV)

ଝାରସୁଗୁଡାରେ ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ। ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ। ଝାରସୁଗୁଡା ବିମାନ ବନ୍ଦର ଥାନା ମାଳିମୁଣ୍ଡା ଆଇଓସିଏଲ ଡିପୋ ନିକଟରୁ ତେଲ ଟ୍ୟାଙ୍କରରୁ ଡିଜେଲ ଚୋରି ନେଇ ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମାଡ଼। 

Advertisment

ମାଫିଆମାନେ ୩ ଜଣ ସାମ୍ବାଦିକଙ୍କୁ ଛୁରୀ, ଭୁଜାଲି ଦେଖାଇ ଜୀବନରୁ ହତ୍ୟା କରିବାକୁ ଯୋଜନା କରିଥିବା ବେଳେ ମରଣାନ୍ତକ ଆକ୍ରମଣ କରିଥିଲେ। ସୂଚନା ପାଇ ସଦର ଏସଡିପିଓ, ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ତେଲ ମାଫିଆଙ୍କ କାର, ଡିଜେଲ ଜାର ଜବତ କରିଛନ୍ତି।
  
ଝାରସୁଗୁଡାରେ ତେଲ ମାଫିଆଙ୍କ ଉନ୍ମତ୍ତକାଣ୍ଡ
ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ
୩ ଅଭିଯୁକ୍ତ ଅଟକ, ତେଲ ମାଫିଆଙ୍କ କାର ଜବତ

Jharsuguda
Advertisment