Advertisment

Cow Smuggling Crackdown: ଅପରେସନ ଗୋ ରକ୍ଷକ: ୧୨୧ଟି ଆକାଉଣ୍ଟରୁ ୪.୪୦ କୋଟି ଟଙ୍କା ଜବତ

କେନ୍ଦୁଝର ପୋଲିସର ଅପରେସନ ଗୋ ରକ୍ଷକ। ୨୦୦ଟି ଆକାଉଣ୍ଟରୁ ୧୨୧ଟି ଆକାଉଣ୍ଟ ଯାଞ୍ଚ। ୧୨୧ଟି ଆକାଉଣ୍ଟରୁ ୪ କୋଟି ୪୦ ଲକ୍ଷ ଟଙ୍କା ଜବତ। ଯାଞ୍ଚ ବେଳେ ୫୦ରୁ ଊର୍ଦ୍ଧ୍ବ ଲକର ଥିବା ସୂଚନା

author-image
Chinmayee Sahoo
Cow Mafia Bank Accounts

Cow Mafia Bank Accounts Photograph: (OTV)

ଗୋ ମାଫିଆଙ୍କ ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକର ଖୋଲାଯାଇଛି। କେନ୍ଦୁଝର ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ୫ଟି ଜିଲ୍ଲାରେ ପୋଲିସକୁ ମିଳିଛି ଗୋ ମାଫିଆଙ୍କର  ୨୦୦ ଟି ଆକାଉଣ୍ଟ। 

Advertisment

ସେଥିରୁ ୧୨୧ଟି ଆକାଉଣ୍ଟ ଯାଞ୍ଚ କରାଯାଇ ୪ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଆହୁରି ୭୯ଟି ଆକାଉଣ୍ଟ ଯାଞ୍ଚ ହେବାକୁ ବାକି ରହିଛି। ଗୋ ମାଫିଆଙ୍କର ୫୦ ରୁ ଅଧିକ ଲକର ଥିବା ମଧ୍ୟ ଜଣାପଡିଛି। ତେବେ ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ୪୭ ଟିମ୍ ସହ ଚଢାଉ କରିଥିଲେ।
ଅପରେସନ ଗୋ ରକ୍ଷକ: ମିଳିଲାଣି ୪ କୋଟି

କେନ୍ଦୁଝର ପୋଲିସର ଅପରେସନ ଗୋ ରକ୍ଷକ
୨୦୦ଟି ଆକାଉଣ୍ଟରୁ ୧୨୧ଟି ଆକାଉଣ୍ଟ ଯାଞ୍ଚ
୧୨୧ଟି ଆକାଉଣ୍ଟରୁ ୪ କୋଟି ୪୦ ଲକ୍ଷ ଟଙ୍କା ଜବତ
ଆଉ ୭୯ଟି ଆକାଉଣ୍ଟ ଯାଞ୍ଚ କରିବ ପୋଲିସ
ଯାଞ୍ଚ ବେଳେ ୫୦ରୁ ଊର୍ଦ୍ଧ୍ବ ଲକର ଥିବା ସୂଚନା
ଗୋ ଚାଲାଣ ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ

Advertisment
Cow Smuggling Crackdown
Advertisment
Related Articles
Advertisment