/odishatv-khabar/media/media_files/2026/01/24/ama-bus-accident-2026-01-24-10-14-14.jpg)
Ama Bus Accident Photograph: (OTV)
ପୁଣି ଆମ୍ ବସ୍, ପୁଣି ଦୁର୍ଘଟଣା। ରାଜଧାନୀରେ ଥମୁନି ଆମ ବସ୍ ଆତଙ୍କରାଜ। ଆଜି ସକାଳୁ ସକାଳୁ ପାତ୍ରପଡ଼ାରେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଦୁର୍ଘଟଣା ଘଟିଥିଲା।
Advertisment
ଗତ କିଛି ଦିନ ହେବ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛି ଆମ ବସ୍। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠୁଛି। କାହିଁକି ବାରମ୍ବାର ଏମିତି ଘଟଣା ଘଟୁଛି ? କେଉଁଠି ରହୁଛି ଭୁଲ୍ ? ଯେଉଁଥିପାଇଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟାଉଛି ଆମ୍ ବସ୍।
ଥମୁନି 'ଆମ ବସ୍' ଦୁର୍ଘଟଣା
ଭୁବନେଶ୍ବରରେ ପୁଣି 'ଆମ ବସ୍' ଆତଙ୍କରାଜ
ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା
ଧକ୍କାରେ ସ୍କୁଟି ଚାଳକ ଆହତ, ମେଡିକାଲରେ ଭର୍ତ୍ତି
ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଦୁର୍ଘଟଣା
Advertisment
Advertisment



Related Articles
Election Promise Angle Emerges: ନିର୍ବାଚନୀ ପ୍ରତିଶ୍ରୁତି ପାଳନ ପାଇଁ ବର୍ବର କାଣ୍ଡ, ବିଷ ଇଞ୍ଜେକ୍ସନ ଦେଇ ମାରିଦେଲେ
POSTED

Rehearsals in Full Swing: ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ ଅଭ୍ୟାସ, ଏଥର ଭାଗ ନେଇଛନ୍ତି ୫୪ଟି କଣ୍ଟିଜେଣ୍ଟ
POSTED

Non-Veg Food Sale Banned: ଗଣତନ୍ତ୍ର ଦିବସରେ ଆମିଷ ନିଷେଧ, ନିରାମିଷ ଖାଇବାକୁ ଅନୁରୋଧ
POSTED

Odisha Woman Arrested in Hyderabad: କୋଣାର୍କ ଏକ୍ସପ୍ରେସରେ ଯାଉଥିଲେ, ଧରିଲା ପୋଲିସ୍; ହାଇଦ୍ରାବାଦରେ ଓଡ଼ିଆ ମହିଳା ଗିରଫ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)