Advertisment

Odisha Doctors Withdraw Strike: ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, ସରକାରଙ୍କଠୁ ମିଳିଲା ପ୍ରତିଶ୍ରୁତି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ। ପ୍ରତିଶ୍ରୁତି ଅନୁସାରେ ଆନ୍ଦୋଳନ ସ୍ଥଗିତ କହିଲେ OMSA ସଭାପତି ଓ ସମ୍ପାଦକ। ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା।

author-image
Chinmayee Sahoo
OSMA

OSMA Photograph: (OTV)

ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମସା ସଂଘର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କଲା ଡାକ୍ତର ସଂଘ । ସରକାରଙ୍କ ଦୃଢ଼ ପ୍ରତିଶ୍ରୁତି ପରେ ଓହରିଲେ । ସରକାରୀ ପ୍ରକ୍ରିୟା ପାଇଁ କିଛି ସମୟ ଆବଶ୍ୟକ । ତେଣୁ ସରକାରଙ୍କୁ ସମୟ ଦେବା ଦରକାର।

Advertisment

ସେଥିପାଇଁ ଡାକ୍ତର ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ବୋଲି ସଂଘ କହିଛି । କିଛି ଦାବି ପୂରଣ ନେଇ ଆଜି ସରକାରୀ ନିର୍ଦ୍ଦେଶ ବାହାରିବ । ଆଉ କିଛି ଦାବି ପୂରଣ ପାଇଁ ସମୟ ଦିଆଯାଇଛି । ନଭେମ୍ବର 26ରୁ ଘଣ୍ଟିକିଆ ଏବଂ ଗତ 5 ତାରିଖରୁ ୨ ଘଂଟିଆ ଓପିଡି ବନ୍ଦ କରି ଆନ୍ଦୋଳନ କରୁଥିଲେ ଡାକ୍ତର ସଂଘ ।

•    ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ
•    ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଲା ଡାକ୍ତର ସଂଘ
•    ପ୍ରତିଶ୍ରୁତି ଅନୁସାରେ ଆନ୍ଦୋଳନ ସ୍ଥଗିତ କହିଲେ OMSA ସଭାପତି ଓ ସମ୍ପାଦକ
•    ଆସନ୍ତାକାଲିଠୁ ସ୍ୱାଭାବିକ ହେବ ସ୍ୱାସ୍ଥ୍ୟସେବା
•    ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଲା ପରେ ଆନ୍ଦାଳନରୁ ଓହରିଲେ

Advertisment
Doctors Strike Protest
Advertisment
Related Articles
Advertisment