Advertisment

Shock Discovery: ବ୍ରିଜ ତଳୁ ମିଳିଲା ନବଜାତ ମୃତଦେହ, କେହି ନଦୀକୁ ଫୋପାଡ଼ି ଦେଇଥିବା ସନ୍ଦେହ

କେହି ନବଜାତକୁ ବ୍ରିଜ୍ ତଳକୁ ପକେଇ ଦେଇଥିବା ଅନୁମାନ କରାଯାଉଛି। ହେଲେ ନବଜାତ ପାଣିରେ ନପଡ଼ି ବ୍ୟାରେଜ କବାଟ ତଳେ ପଡ଼ି ଯାଇଥିଲା। ତେବେ କିଏ ଏଭଳି କାଣ୍ଡ ଭିଆଇଛି ସେ ନେଇ କୌଣସି ସୂଚନା ମିଳିପାରିନି।

author-image
Tapan Swain
Newborn

Newborn Photograph: (OTV)

ନବଜାତ ଶିଶୁପୁତ୍ରକୁ କାଠଯୋଡ଼ି ନଦୀରେ ଫୋପାଡ଼ି ଦେଲେ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ନରାଜରେ। ଆଜି ସକାଳୁ ନରାଜ ବ୍ରିଜ୍ ର ଗେଟ ଉପରୁ ନବଜାତ ଶିଶୁପୁତ୍ରର ମୃତଦେହ ମିଳିଛି। ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠେଇଛି।

Advertisment

କେହି ନବଜାତକୁ ବ୍ରିଜ୍ ତଳକୁ ପକେଇ ଦେଇଥିବା ଅନୁମାନ କରାଯାଉଛି। ହେଲେ ନବଜାତ ପାଣିରେ ନପଡ଼ି ବ୍ୟାରେଜ କବାଟ ତଳେ ପଡ଼ି ଯାଇଥିଲା। ତେବେ କିଏ ଏଭଳି କାଣ୍ଡ ଭିଆଇଛି ସେ ନେଇ କୌଣସି ସୂଚନା ମିଳିପାରିନି। 

ନବଜାତକୁ ନଦୀରେ ଫୋପାଡ଼ିଦେଲେ 

କଟକ ନରାଜ ବ୍ରିଜ ତଳୁ ମିଳିଲା ନବଜାତ ମୃତଦେହ 
ବ୍ରିଜ୍ ଗେଟରେ ଅଟକି ଯାଇଛି ନବଜାତର ମୃତଦେହ 
କେହି ନଦୀକୁ ଫୋପାଡ଼ି ଦେଇଥିବା ସନ୍ଦେହ 

Advertisment
Newborn
Advertisment
Related Articles
Advertisment