/odishatv-khabar/media/media_files/2026/01/18/death-2026-01-18-12-25-38.jpg)
Death Photograph: (OTV)
ବରଗଡ ହାଟପଦା ପଡା ସ୍ଥିତ ଉମା ଟକିଜ ପାଖରେ ଥିବା ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର l ମୃତକ ହେଉଛନ୍ତି 60 ବର୍ଷୀୟ ଦ୍ରୌପଦୀ ମହାପାତ୍ର ବୋଲି ଜଣାପଡିଛି l ଖବର ପାଇ ଘଟଣାସ୍ଥଳରେ ବରଗଡ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରାତିରେ ଶୋଇଥିବା ବେଳେ କେମିତି ଜଳିଲେ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l ତେବେ ଏନେଇ ମୃତକଙ୍କ ପରିବାର ଓ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ତେବେ ତାଙ୍କୁ କେହି ହତ୍ୟା କରି ଜାଳି ଦେଇଥିବା ସନ୍ଦେହ କରାଯାଉଛି । ...
Advertisment
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ
ବରଗଡ଼ରେ ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ
ଉମା ଟକିଜ୍ ନିକଟସ୍ଥ ଏକ ଘରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସର ତଦନ୍ତ
Advertisment


Related Articles
Authorities Crack Down on Cow Mafia: ଗୋ-ମାଫିଆଙ୍କ ଉପରେ ବଡ଼ ଆକ୍ସନ୍, କେନ୍ଦୁଝରରେ ମାମଲା ପରେ ୫ ଜିଲ୍ଲାରେ ରେଡ୍
POSTED

Multi-State Probe: ଗଞ୍ଜାମର ବାଲି କାରବାର ନେଇ ଖୋଳତାଡ଼ ଜୋର୍, ୬ ରାଜ୍ୟକୁ ଯାଇ ଚେର ଖୋଜୁଛି ED
POSTED

Bird Census Starts: ଚିଲିକା ଓ ସମ୍ବଲପୁର ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା, ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ହେଉଛି ଗଣତି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)