Advertisment

Who Attacked and How? ଅଜଣା ଜନ୍ତୁ ଆକ୍ରମଣରେ ୧୩ ମେଣ୍ଢା ଓ ଛେଳି ମୃତ, କିଏ ଆସିଲା କେମିତି ମାରିଲା ?

ଅଜଣା ଜନ୍ତୁ ଆକ୍ରମଣରେ ୧୩ ମେଣ୍ଢା ଓ ଛେଳି ମୃତ। ସକାଳୁ ମେଣ୍ଢା ଓ ଛେଳି ମରି ପଡିଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଟିମ୍ ପହଞ୍ଚି ମୃତ ମେଣ୍ଢା ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

author-image
Tapan Swain
Sheep Death

Sheep Death Photograph: (OTV)

ଗାଁରେ ଅଜଣା ଜନ୍ତୁ ଆକ୍ରମଣ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ବତାଗଡ଼ ଗାଁରେ ଅଜଣା ଜନ୍ତୁକୁ ନେଇ ଲୋକେ ଛାନିଆ। ଅଜଣା ଜନ୍ତୁ ଆକ୍ରମଣରେ ୧୩ ମେଣ୍ଢା ଓ ଛେଳି ମୃତ। ସକାଳୁ ମେଣ୍ଢା ଓ ଛେଳି ମରି ପଡିଥିବାର ଦେଖିବାକୁ ମିଳିଛି।

Advertisment

ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଟିମ୍ ପହଞ୍ଚି ମୃତ ମେଣ୍ଢା ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । କୌଣସି ବନ୍ୟଜନ୍ତୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ... 

ଗାଁରେ ମାତିଛି ଅଜଣା ଜନ୍ତୁ 

ଅଜଣା ଜନ୍ତୁ ଆକ୍ରମଣରେ ୧୩ ମେଣ୍ଢା ଓ ଛେଳି ମୃତ
ଘଟଣାସ୍ଥଳରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଟିମ୍
ବନ୍ୟଜନ୍ତୁ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା

Advertisment
Animal
Advertisment
Related Articles
Advertisment