Advertisment

Divine Creativity on Display: ୧୭ ହଜାର ରୁଦ୍ରାକ୍ଷ ପ୍ରତିକୃତିରେ ପର୍ବତମାଳା, ପୁରୀ ବେଳାଭୂମିରେ ହୋଇଛି ଏମିତି ବାଲୁକା କଳା

ପବିତ୍ର ଶିବରାତ୍ରି ଅବସରରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭଗବାନ ଶିବଙ୍କ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

author-image
Tapan Swain
SAND_ART

SAND_ART Photograph: (OTV)

ପବିତ୍ର ଶିବରାତ୍ରି ଅବସରରେ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭଗବାନ ଶିବଙ୍କ ସୁନ୍ଦର ବାଲୁକା କଳା ପ୍ରସ୍ତୁତ କରିଛନ୍ତି। ଏଥିରେ ୧୭ ହଜାର ରୁଦ୍ରାକ୍ଷ ପ୍ରତିକୃତି ନେଇ ଏକ ପର୍ବତମାଳା ପ୍ରସ୍ତୁତ କରାଯାଇଛି । 

Advertisment

୫ଶହ କ୍ଷୁଦ୍ର ଶିବଲିଙ୍ଗ ମଧ୍ୟ ପ୍ରସ୍ତୁତ କରିଛନ୍ତି। ବେଶ ଆକର୍ଷଣୀୟ ହୋଇଛି ଏହି ଶିବଲିଙ୍ଗ। ଆସନ୍ତାକାଲି ଶିବରାତ୍ରି ଥିବାବେଳେ ବାଲୁକାକଳାକୁ ଦେଖିବାକୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। 

ପୁରୀ ବେଳାଭୂମିରେ ବାଲୁକାକଳା 

ଶିବରାତ୍ରି ଅବସରରେ ବାଲୁକାକଳା 
୧୭ ହଜାର ରୁଦ୍ରାକ୍ଷ ନେଇ ପର୍ବତମାଳା 
୫୦୦ କ୍ଷୁଦ୍ର ଶିବଲିଙ୍ଗ ପ୍ରସ୍ତୁତ କରାଯାଇଛି

Advertisment

Sand Artist Sudarsan Pattnaik Sand Art
Advertisment