Advertisment

Massive Ganja Seizure in Koraput: ଅପରେସନ ଗ୍ରୀନ କ୍ଲିନ: ୨୦୦ କୋଟିର ଗଞ୍ଜେଇ ତେଲ ଜବତ

କୋରାପୁଟ ପୋଲିସ କୁ ବଡ ସଫଳତା। ଅପରେସନ ଗ୍ରୀନ କ୍ଲିନ ରେ ବଡ ସଫଳତା ପାଇଛି କୋରାପୁଟ ପୋଲିସ। ୧୮୦୦ ଲିଟର ଗଞ୍ଜେଇ ଜବତ ହୋଇଛି।

author-image
Chinmayee Sahoo
Ganja Oil

Ganja Oil Photograph: (OTV)

କୋରାପୁଟ ପୋଲିସ କୁ ବଡ ସଫଳତା। ଅପରେସନ ଗ୍ରୀନ କ୍ଲିନ ରେ ବଡ ସଫଳତା ପାଇଛି କୋରାପୁଟ ପୋଲିସ। କୋରାପୁଟ ଏସପି ରୋହିତ ବର୍ମାଙ୍କ ନେତୃତ୍ୱରେ ୧୮୦୦ ଲିଟର ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନକ ମୂଲ୍ୟ ୨୦୦ କୋଟି ଟଙ୍କା ହେବ। 

Advertisment

ଏଥି ସହିତ ୧୦୦ କେଜି ଗଞ୍ଜେଇ ବି ଜବତ ହୋଇଥିବା ସୂଚନା ମିଳିଛି। ଜବତ ଗଞ୍ଜେଇ ର ମୂଲ୍ୟ ୫ କୋଟି ହୋଇଥିବା ସୂଚନା । ଆନ୍ଧ୍ର ଓଡିଶା ସୀମାନ୍ତ ଜଳାପୁଟ ଜଳଭଣ୍ଡାର ଭିତରେ ଚାଲିଥିଲା ମାଷ୍ଟର ମାଇଣ୍ଡ ଫେରାର ଥିବା ବେଳେ ଖୋଜୁଛି ପୋଲିସ ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି।

Ganja Oil Seized Koraput
Advertisment
Related Articles
Advertisment