Advertisment

Magnificent First Sunrise of New Year: ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ, ସାରା ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ

ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ରାତି ୨ଟାରୁ ଭକ୍ତଙ୍କ ପାଇଁ ଫିଟିଛି ଶ୍ରୀମନ୍ଦିର ଦ୍ବାର। ସିଂହଦ୍ବାରରେ ପ୍ରବେଶ ଓ ମନ୍ଦିର ଭିତରେ ବାହାର କାଠରୁ ଦର୍ଶନ।

author-image
Chinmayee Sahoo
New Year New Sunrise

New Year New Sunrise Photograph: (OTV)

ନୂଆ ବର୍ଷ...ନୂଆ ସଙ୍କଳ୍ପ...ନୂଆ ଆଶା..। ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ସହ ୨୦୨୬ ଆଣିଛି ଅନେକ କିଛି ନୂଆ। ବର୍ଷର ପ୍ରଥମ ଦିନରେ ସୂର୍ଯ୍ୟର ପ୍ରଥମ ଦର୍ଶନ, ମନ୍ଦିରରେ ପ୍ରଥମ ପ୍ରବେଶ ସହ ଆରମ୍ଭ କରିଛନ୍ତି ଲୋକେ। ଏଥିପାଇଁ ଶ୍ରୀମନ୍ଦିରରେ ପ୍ରବଳ ଜନ ସମାଗମ। ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। 

Advertisment

ରାତି ୨ଟାରୁ ଭକ୍ତଙ୍କ ପାଇଁ ଫିଟିଛି ଶ୍ରୀମନ୍ଦିର ଦ୍ବାର। ଆଜି କେବଳ ସିଂହଦ୍ବାରରେ ପ୍ରବେଶ ଓ ମନ୍ଦିର ଭିତରେ କେବଳ ବାହାର କାଠରୁ ଦର୍ଶନ ଅନୁମତି। ଅଧିକ ଭକ୍ତଙ୍କ ସମାଗମକୁ ଦେଖି ବଡ଼ଦାଣ୍ଡରେ ଖୋଲିଛି ଅସ୍ଥାୟୀ ମୋବାଇଲ ଓ ଜୋତା କାଉଣ୍ଟର। ଅଠରନଳାରୁ ବେଳାଭୂମୀ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା। ସାରା ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ 
ଜଗା ଦର୍ଶନରୁ ବର୍ଷ ଆରମ୍ଭ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
ରାତି ୨ଟାରୁ ଭକ୍ତଙ୍କ ପାଇଁ ଫିଟିଛି ଶ୍ରୀମନ୍ଦିର ଦ୍ବାର
ସିଂହଦ୍ବାରରେ ପ୍ରବେଶ ଓ ମନ୍ଦିର ଭିତରେ ବାହାର କାଠରୁ ଦର୍ଶନ 
ଅଠରନଳାରୁ ବେଳାଭୂମୀ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା
ସାରା ସହରରେ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ 

Advertisment
New Year
Advertisment
Related Articles
Advertisment