/odishatv-khabar/media/media_files/2026/02/20/woman-attacked-2026-02-20-08-38-11.jpg)
Woman Attacked Photograph: (OTV)
ଭୁବନେଶ୍ୱର ସତସଙ୍ଗ ବିହାର ଛକରେ ମହିଳାଙ୍କୁ ଆକ୍ରମଣ। ପଡ଼ୋଶୀ ନାଁରେ ଚୋରି ନେଇ ଥାନାରେ ଅଭିଯୋଗ କରିବାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଶହୀଦନଗର ଥାନା ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ମହିଳା ଜଣଙ୍କ ବାଲିଆପଟା ବସ୍ତିର କନକଲତା ସାହୁ। ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Advertisment
ପଡୋଶୀ ଜଣଙ୍କ ମୋବାଇଲ୍ ଓ ଟଙ୍କା ନେଇଥିବା ନେଇ ସହୀଦନଗର ଥାନାରେ ଏତଲା ଦେଇଥିଲେ ମହିଳା। ଆଜି ଟଙ୍କା ଫେରେଇବା କହି ଡାକିଆଣି ୫ରୁ୬ ଜଣ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ଶହୀଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯୁବକକୁ ଅଟକ ରଖିଛି ପୋଲିସ।ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Advertisment



Related Articles
Powerful Blast in Jagatpur: ବାଣ ଭିଡିଲା ବେଳେ ଭୟଙ୍କର ବିସ୍ଫୋରଣ, ୨ ମୃତ ଓ ଜଣେ ଚିକିତ୍ସାଧୀନ
POSTED

Daily Horoscope 20th February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 20th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Action Taken: ଜେଲର୍ ସନ୍ତୋଷିନୀ ଦାଶ ନିଲମ୍ବିତ, ଚୌଦ୍ବାର ଜେଲରୁ ୨ ବିହାରୀ କଏଦୀ ଫେରାର୍ ମାମଲାରେ ହୋଇଥିଲେ ବଦଳି
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)