/odishatv-khabar/media/media_files/2025/09/28/firecracker-factory-busted-2025-09-28-16-38-49.jpg)
Firecracker Factory Busted Photograph: (OTV)
ବେଆଇନ ବାଣ କାରଖାନାରେ ପୋଲିସର ଚଢ଼ାଉ। ଗାଡି ଭର୍ତ୍ତି ବାଣ ଜବତ କଲା ଜଳେଶ୍ୱର ପୋଲିସ। ଜଳେଶ୍ୱରରେ ପଶ୍ଚିମବାଡ଼ ଓ ଶାଳୀକୁଠାରେ ବାଣ ତିଆରି ଚାଲିଥିଲା ବେଳେ ପୋଲିସ ରେଡ୍ କରିଛି। ଲକ୍ଷାଧିକ ଟଙ୍କାର ବାଣ ଜବତ ସହ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ।
Advertisment
ପାର୍ବଣ ଋତୁ ଆସିଲେ ଏହି ବ୍ୟକ୍ତିମାନେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସି ଏଠାରେ ବାଣ ତିଆରି କରିବା ସହିତ ଓଡ଼ିଶାରେ ବିଭିନ୍ନ ଜାଗାରେ ଚୋରା ବାଣ ବିକ୍ରି କରିଥାନ୍ତି। ଜବତ ବାଣକୁ ନଷ୍ଟ କରାଯିବ ବୋଲି ଜଳେଶ୍ୱର ପୋଲିସ ପକ୍ଷରୁ ସୂଚନା ମିଳିଛି।
Advertisment



Related Articles
Govt Orders Scrapping of 15-Year-Old Vehicles: ଟେନସନ୍ ଦେଲାଣି ୧୫ ବର୍ଷର ପୁରୁଣା ଗାଡ଼ି, ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପ୍ କରିବାକୁ ସରକାରଙ୍କ ଯୋଜନା
POSTED

imalia gold mines: ବାହାରିବ ଟନ୍ ଟନ୍ ସୁନା , ମିଳିଛି ସୁନାର ଭଣ୍ଡାର
POSTED

Woman Kills Live-in Partner: ପୋଲିସକୁ ଫୋନ୍ ଆସିଲା, ରୁମ୍ରେ ପଡ଼ିଛି ମୃତଦେହ... ଶୀଘ୍ର ଆସ
POSTED

Karur stampede: ଟିଭିକେ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା, ଥାଲାପତିଙ୍କ ଉପରେ ବି ହୋଇପାରେ ବଡ଼ କାର୍ଯ୍ୟାନୁଷ୍ଠାନ !
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)