Advertisment

Joy to Grief: ହୋଲି ଖେଳି ଗାଧୋଇବା ବେଳେ ମହାନଦୀରେ ବୁଡ଼ି ନାବାଳକ ମୃତ

ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡିଛି । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଘଟିଛି ଅଘଟଣ।

author-image
Tapan Swain
Death

Death Photograph: (OTV)

ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା ବୋଲି ଜଣାପଡିଛି । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଘଟିଛି ଅଘଟଣ। 

Advertisment

ସ୍ଥାନୀୟ ତୁଣପୁର ଗାଁର ତିନି ଜଣ ନାବାଳକ ହୋଲି ଖେଳି ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ଜୀବନ ବେହେରା ଭାସି ଯାଇଥିଲେ । ବାଙ୍କୀ ବୈଦେଶ୍ୱର ଦମକଳ ବାହିନୀ ପହଞ୍ଚି ମହାନଦୀ ସ୍ରୋତରୁ ନାବାଳକଙ୍କୁ ଉଦ୍ଧାର କରି ବଡମ୍ବା ମେଡିକାଲରେ ଭର୍ତ୍ତି କରିଥିଲେ । ବଡମ୍ବା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।।

T ସେତୁ ନିକଟରେ ହୋଲି ଖେଳି ଭାସିଗଲେ ନାବାଳକ

ହୋଲି ଖେଳି ଗାଧୋଇବା ବେଳେ ନାବାଳକ ବୁଡ଼ି ମୃତ
ବଡ଼ମ୍ବା ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

Advertisment
Advertisment
Related Articles
Advertisment