/odishatv-khabar/media/media_files/2025/10/20/sudarshana-2025-10-20-09-40-42.jpg)
SUDARSHANA Photograph: (OTV)
ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ଆଙ୍କିଛନ୍ତି ସୁନ୍ଦର ବାଲୁକା ଚିତ୍ରକଳା। ୧ହଜାର ମାଟି ଦୀପ ବ୍ୟବହାର କରି ମାଆ କାଳୀଙ୍କ ପ୍ରତିକୃତି ତିଆରୀ ହୋଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମ ନିର୍ଭର ଭାରତର ବାର୍ତ୍ତା ମଧ୍ୟ ବାଲୁକା କଳାରେ ପ୍ରଦାନ କରିଛନ୍ତି ସୁଦର୍ଶନ। ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ଫୁଟେଇବା ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)