/odishatv-khabar/media/media_files/2025/09/28/jspur_cracker_sized-2025-09-28-16-39-33.jpg)
CRACKER SIZED Photograph: (OTV)
ଜଗତସିଂହପୁର ପୋଲିସର ମାରାଥନ ରେଡ୍। ବିରିଡି, କୁଜଙ୍ଗ ଓ ରଘୁନାଥପୁର ଥାନାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଛି। ଜବତ ବିସ୍ଫୋରକର ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ହେବ। ଏହାସହ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୫ ଜଣ ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିରିଡି ଥାନା ନୂଆପାରି ଗାଁର ସୁବ୍ରତ ମହାନ୍ତିଙ୍କୁ ଓ କୁଜଙ୍ଗ ଥାନା ଜନାର୍ଦନପୁର ଗାଁର ବିଜୟ ପାଣି।
Advertisment
Advertisment



Related Articles
Mahanadi Flood Water: ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି! ଚିନ୍ତାରେ ପ୍ରଶାସନ
POSTED

Govt Orders Scrapping of 15-Year-Old Vehicles: ଟେନସନ୍ ଦେଲାଣି ୧୫ ବର୍ଷର ପୁରୁଣା ଗାଡ଼ି, ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପ୍ କରିବାକୁ ସରକାରଙ୍କ ଯୋଜନା
POSTED

imalia gold mines: ବାହାରିବ ଟନ୍ ଟନ୍ ସୁନା , ମିଳିଛି ସୁନାର ଭଣ୍ଡାର
POSTED

Woman Kills Live-in Partner: ପୋଲିସକୁ ଫୋନ୍ ଆସିଲା, ରୁମ୍ରେ ପଡ଼ିଛି ମୃତଦେହ... ଶୀଘ୍ର ଆସ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)