Advertisment

US Horror Case: ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା, ପତ୍ନୀ ଓ ୩ ସମ୍ପର୍କୀୟଙ୍କୁ ହତ୍ୟା କଲା ସୈତାନ ସ୍ୱାମୀ

ପତ୍ନୀ ସମେତ ୩ ସମ୍ପର୍କୀୟଙ୍କୁ ଗୁଳିକରି ହତ୍ୟା କଲା ସୈତାନ ସ୍ୱାମୀ। ଜର୍ଜିଆରେ ଘଟିଛି ଏ ଲୋମଟାଙ୍କୁରା ଘଟଣା। ପାରିବାରିକ କଳହରୁ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିବା ପରେ ୩ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ୱାମୀ।

author-image
Tapan Swain
MURDER

MURDER Photograph: (OTV)

ଆମେରିକାରେ ୪ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା। ପତ୍ନୀ ସମେତ ୩ ସମ୍ପର୍କୀୟଙ୍କୁ ଗୁଳିକରି ହତ୍ୟା କଲା ସୈତାନ ସ୍ୱାମୀ। ଜର୍ଜିଆରେ ଘଟିଛି ଏ ଲୋମଟାଙ୍କୁରା ଘଟଣା। ପାରିବାରିକ କଳହରୁ ବଚସାକୁ ନେଇ ପତ୍ନୀକୁ ହତ୍ୟା କରିବା ପରେ ୩ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା କରିଛି ସ୍ୱାମୀ।

Advertisment

ଜଣେ ଶିଶୁ ପୋଲିସକୁ ଫୋନ କରି ଜଣାଇଲା

ଗୁଳିକାଣ୍ଡ ବେଳେ ୩ ନାବାଳକ ଶିଶୁ ଘରେ ରହିଥିଲେ। ଗୁଳିକାଣ୍ଡ ଘଟିବା ପରେ ସେମାନେ ଏକ ଆଲମିରା ମଧ୍ୟରେ ଲୁଚି ଯାଇଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଥିବା ଜଣେ ଶିଶୁ ପୋଲିସକୁ ଫୋନ କରି ଜଣାଇଥିଲା। ତେବେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ ସ୍ୱାମୀ। 

ଏହାପରେ ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ହତ୍ୟାକାଣ୍ଡର ଅଭିଯୁକ୍ତ ୫୧ ବର୍ଷୀୟ ବିଜୟ କୁମାର ବୋଲି ଜଣାପଡିଛି। ମୃତକ ମାନେ ହେଲେ ଅଭିଯୁକ୍ତଙ୍କ ୪୩ ବର୍ଷୀୟା ପତ୍ନୀ ମିମୁ ଡୋଗରା ଏବଂ ସମ୍ପର୍କୀୟ ଗୌରବ କୁମାର, ନିଧି ଚନ୍ଦର ଓ ହରୀଶ ଚନ୍ଦର। ସମସ୍ତ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ। ... 

Advertisment

 ପତ୍ନୀଙ୍କ ସମେତ ୪ ଜଣଙ୍କୁ ହତ୍ୟା

ପାରିବାରିକ କଳହରୁ ପତ୍ନୀଙ୍କ ସମେତ ୪ ଜଣଙ୍କୁ ହତ୍ୟା
ଅନ୍ୟ ୩ ସମ୍ପର୍କୀୟଙ୍କୁ ହତ୍ୟା କଲା ସୈତାନ ସ୍ୱାମୀ 
ଗୁଳିକାଣ୍ଡ ବେଳେ ଆଲମିରାରେ ଲୁଚି ଯାଇଥିଲେ ୩ ଶିଶୁ
ପୋଲିସକୁ ଖବର ଦେଇଥିଲା ଜଣେ ଶିଶୁ 
ସନ୍ଧାନୀ କୁକୁର ସହାୟତାରେ ଅଭିଯୁକ୍ତକୁ ଧରିିଲା ପୋଲିସ 

Murder USA
Advertisment
Related Articles
Advertisment