Advertisment

Dominant Performance: ହେଇଗଲା ବଡ଼ ଓଲଟପାଲଟ, ହାତରୁ ଖସିଗଲା ନୂଆପଡ଼ା !

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଦଶମ ରାଉଣ୍ଡ ସୁଦ୍ଧା ସେ ଆଗୁଆ ଅଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୭,୧୦୧ ଭୋଟ୍ ।

author-image
Manas Ranjan Mohanty
nuapada

nuapada Photograph: (OTV)

ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଦଶମ ରାଉଣ୍ଡ ସୁଦ୍ଧା ସେ ଆଗୁଆ ଅଛନ୍ତି । ଦଶମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୫୦,୩୩୩ ଭୋଟ୍ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୭,୧୦୧ ଭୋଟ୍ । ତୃତୀୟ ସ୍ଥାନରେ ଘାସିରାମଙ୍କୁ ୧୩,୭୫୧ ଭୋଟ୍ ମିଳିଛି । ବିଜେପି ବହୁ ଆଗରେ ଥିବା ବେଳେ ବିଜେଡି ଓ କଂଗ୍ରେସ ପଛରେ ପଡ଼ିଯାଇଛନ୍ତି । ସେପଟେ ବିହାରରେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା MGB ପୂରା ନିରାଶ । ବିହାରରେ ମହାଗଠବନ୍ଧନର ଶୋଚନୀୟ ପ୍ରଦର୍ଶନ । 

Advertisment

Advertisment
Related Articles
Advertisment