Advertisment

Today Panchang 14th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୪ ଶୁକ୍ରବାର । ଚନ୍ଦ୍ର- ସିଂହ ରାତ୍ରି ୦୩.୫୧ ଗତେ କନ୍ୟା । ତିଥି - ୧୦ମୀ ରାତ୍ରି ୧୨.୫୦ ଗତେ ୧୧ଶୀ । ଘାତଚନ୍ଦ୍ର - କର୍କଟ ଓ ମକର ରାଶିର , ରାତ୍ରି ୦୩.୫୧ ଗତେ ବୃଷ ରାଶିର ।

author-image
Deepak Acharya
Panchang

Panchang Photograph: (OTV)

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୪ ଶୁକ୍ରବାର । ଚନ୍ଦ୍ର- ସିଂହ ରାତ୍ରି ୦୩.୫୧ ଗତେ କନ୍ୟା । ତିଥି - ୧୦ମୀ ରାତ୍ରି ୧୨.୫୦ ଗତେ ୧୧ଶୀ । 
ଘାତଚନ୍ଦ୍ର - କର୍କଟ ଓ ମକର ରାଶିର , ରାତ୍ରି ୦୩.୫୧ ଗତେ ବୃଷ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୦୯.୨୧ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ । 

Advertisment

ଶୁଭ ସମୟ
ପ୍ରାତଃ – ୦୫.୫୮ ରୁ ୦୬.୪୨
ପ୍ରାତଃ – ୦୭.୨୭ ରୁ ୦୮.୪୪
ଦିବା – ୧୧.୫୩ ରୁ ୦୨.୫୦
ଦିବା – ୦୩.୩୪ ରୁ ୦୫.୦୩
ସନ୍ଧ୍ୟା – ୦୫.୫୫ ରୁ ୦୮.୧୭
ରାତ୍ରି – ୧୧.୫୭ ରୁ ୦୧.୪୦
ରାତ୍ରି – ୦୨.୩୨ ରୁ ୦୪.୧୫

ଅଶୁଭ ସମୟ
ରାହୁକାଳ- ଦିବା ୧୦.୦୭ ରୁ ୧୧.୩୧
କାଳବେଳା- ଦିବା ୧୦.୦୭ ରୁ ୧୧.୩୧
ବାରବେଳା- ଦିବା ୦୮.୪୪ ରୁ ୧୦.୦୭
କାଳରାତ୍ରି – ରାତ୍ରି ୦୮.୧୭ ରୁ ୦୯.୫୪

Advertisment
Advertisment