/odishatv-khabar/media/media_files/2025/10/11/puri-temple-2025-10-11-16-34-25.jpg)
puri temple Photograph: (OTV)
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ। ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ। RED ZONE ଅବଧି ୩ ବର୍ଷ, ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା ରହିଛି। ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା। ବିଭିନ୍ନ ସମୟରେ ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ୍ ଉଡୁଥିବା ନଜର ଆସିଛି। ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଡ୍ରୋନକୁ କାବୁ କରାଯାଇପାରିବ। ଏବେ ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା ମନ୍ଦିର ସୁରକ୍ଷାକୁ ଅଧିକ ମଜବୁତ କରିବ। ...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ
ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ପଦକ୍ଷେପ
RED ZONE ଅବଧି ୩ ବର୍ଷ, ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ବୈଧତା
ପୂର୍ବରୁ ଶ୍ରୀମନ୍ଦିର ଉପରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଥିଲା
ଶ୍ରୀମନ୍ଦିରକୁ ରେଡ୍ ଜୋନ୍ ଘୋଷଣା ମନ୍ଦିର ସୁରକ୍ଷାକୁ ଅଧିକ ମଜଭୁତ କରିବ
ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଖବର ସାମନାକୁ ଆସିଛି
ଆଣ୍ଟି ଡ୍ରୋନ୍ ଡିଭାଇସ୍ ଲାଗିଲେ ଡ୍ରୋନକୁ କାବୁ କରାଯାଇପାରିବ
Philippines Earthquake: ଭୟଙ୍କର ବିପତ୍ତି, ପୁଣି ସବୁ ଛାରଖାର୍ ! ଭାଇରାଲ ହେଉଛି ଭିଡିଓ

30 Stranded Elephant : ଟାପୁରେ ଫସିଛନ୍ତି ୩୦ ଟିକିଆ ହାତୀପଲ, କିଛି ଦିନ ଧରି ଆତଙ୍କ ଖେଳାଇଥିଲେ

Mohsin Naqvi Orders: ଭାରତକୁ ଦିଆଯିବ ନାହିଁ ଟ୍ରଫି, ମୋ ଉପସ୍ଥିତିରେ ଟ୍ରଫି ଦିଆଯିବ...ମୋହସିନ୍ ନକଭିଙ୍କ ନିର୍ଦ୍ଦେଶ

Tiger Tracks Found: ବଣଭୋଜି କରୁଥିଲେ ଆସିଲା ବାଘ, ଆଉ ତାପରେ .....

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)