/odishatv-khabar/media/media_files/2025/10/24/devotees-protest-over-saree-2025-10-24-11-29-31.jpg)
Devotees Protest Over Saree Photograph: (OTV)
ପୁଣି ମହାପ୍ରଭୁଙ୍କୁ ଅପମାନ। ଶାଢୀ ଓ ବ୍ଲାଉଜରେ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ଫଟୋଚିତ୍ର । ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ସୋସିଆଲ ମିଡିଆ ଆଇଡିରେ ପୋଷ୍ଟ ହୋଇଥିବା ଜଣେ ମହିଳାଙ୍କ ଶାଢୀରେ ମହାପ୍ରଭୁଙ୍କ ଫଟୋ ଚିତ୍ରକୁ ନେଇ ଦେଖାଦେଇଛି ବିବାଦ । ଶାଢୀରେ ମହାପ୍ରଭୁଙ୍କ ଚିତ୍ର କରିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସଂପୃକ୍ତ ସୋସିଆଲ୍ ସାଇଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ପୂର୍ବରୁ ମଧ୍ୟ ଜଗନ୍ନାଥଙ୍କ ଫଟୋ ଚିତ୍ର ଥିବା ଧୋତି ପିନ୍ଧିଥିବା ଭିଜୁଆଲ୍ ଭାଇରାଲ୍ ହୋଇଥିଲା ।
Advertisment
ପୁଣି ମହାପ୍ରଭୁଙ୍କୁ ଅପମାନ
ଶାଢୀ ଓ ବ୍ଲାଉଜରେ ମହାପ୍ରଭୁଙ୍କ ଫଟୋ
ସୋସିଆଲ ମିଡିଆରେ ହୋଇଛି ଅପଲୋଡ୍
ଜଣେ ମହିଳା ପିନ୍ଧିଥିବା ଶାଢୀରେ ରହିଛି ଫଟୋ ଚିତ୍ର
ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
Advertisment



Related Articles
India Women Beat: ମହିଳା ବିଶ୍ବକପ୍ ସେମିଫାଇନାଲରେ ଭାରତ , ନ୍ୟୁଜିଲାଣ୍ଡକୁ ହରାଇଛି ଟିମ୍
POSTED

Two Youths Drown: ଭେଣ୍ଡିଆ ପୁଅକୁ ଟାଣିନେଲା ନଦୀ, ବାଲି ମାଫିଆଙ୍କ ଯୋଗୁଁ ଭାସିଗଲା ୩ ପରିବାର
POSTED

Lahore Turns Gas Chamber: ଭାରତ ଧୂଆଁରେ ଅଣନିଶ୍ବାସୀ ପାକିସ୍ତାନ, ବର୍ଡର ପାର୍ କଲା ଦୀପାବଳି ଧୂଆଁ
POSTED

Ravana Inside BJD: ବିଜେଡିରେ ରାକ୍ଷସ କିଏ ? ବାପାଙ୍କ ରାସ୍ତାରେ ପୁଅ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)