Advertisment

Hidden Camera Found: ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପଶିଗଲେ ଶ୍ରଦ୍ଧାଳୁ , ପୁଣି ଚଷମାରେ ହିଡେନ୍ କ୍ୟାମେରା

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପଶିଗଲେ ଶ୍ରଦ୍ଧାଳୁ। ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ସୂଚନା। ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର ।

author-image
Manas Ranjan Mohanty
sri mandir

sri mandir Photograph: (OTV)

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି । ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପଶିଗଲେ ଶ୍ରଦ୍ଧାଳୁ। ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ସୂଚନା। ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର । ସେ ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ସୂଚନା ମିଳିଛି। ଉକ୍ତ ଭକ୍ତଙ୍କୁ ଗରଦରେ ଅଟକ ରଖି ପଚରା ଉଚରା କରାଯାଉଛି ।

Advertisment

ଅନ୍ୟପଟେ ପୁଣିଥରେ ଚଷମାରେ ହିଡେନ୍  କ୍ୟାମେରା ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ । ଜଗମୋହନ ମନ୍ଦିର ପାଖରେ ଭରତଙ୍କୁ ଧରିଥିଲେ ଜେଟିପି । ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।  

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି
ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ ବେଶରେ ପଶିଗଲେ ଶ୍ରଦ୍ଧାଳୁ
ଗୋପାଳବଲ୍ଲଭ ନୀତି ପରେ ପ୍ରବେଶ କରିଥିବା ସୂଚନା
ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର
ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ସୂଚନା 
ପୁଣି ଚଷମାରେ ହିଡେନ୍ କ୍ୟାମେରା ଲଗାଇ ଜଣେ ଶ୍ରଦ୍ଧାଳୁଙ୍କ ପ୍ରବେଶ
ଅହମ୍ମଦାବାଦର ଭରତ ପାଣ୍ଡିଆଙ୍କୁ ଥାନାରେ ପଚରାଉଚରା

Advertisment

Advertisment
Related Articles
Advertisment