Advertisment

Contractors Protest: ରାଜରାସ୍ତାକୁ ଓହ୍ଲାଇଲେ ଠିକାଦାର, ଦାବି ନ ଶୁଣିଲେ ଅନିର୍ଦ୍ଦିଷ୍ଟ କାଳ ଚାଲିବ ଆନ୍ଦୋଳନ

ଟେଣ୍ଡର ନିୟମରେ ଚଞ୍ଚକତା ଅଭିଯୋଗ। ୮ ଦଫା ଦାବି ନେଇ ଠିକାଦାର ମହାସଂଘର ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇଲେ ଠିକାଦାର। ଭୁବନେଶ୍ବରରେ ଠିକାଦାର ମହାସଂଘର ବିକ୍ଷୋଭ।

author-image
Chinmayee Sahoo
Contractors Protest

Contractors Protest Photograph: (OTV)

ଟେଣ୍ଡର ନିୟମରେ ଚଞ୍ଚକତା ଅଭିଯୋଗ। ୮ ଦଫା ଦାବି ପୂରଣ ନେଇ ରାସ୍ତାକୁ ଓହ୍ଲାଇଲା ଠିକାଦାର ମହାସଂଘ। ନିର୍ମାଣ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ସରକାର ଟେଣ୍ଡର ପ୍ରକ୍ରିୟାରେ ଠିକା କାମ ପ୍ରଦାନ କରିଥାନ୍ତି। ଏବେ କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ନିୟମ ଅଣାଯାଉଛି, ଯାହା ଟେଣ୍ଡର ଫିଲିଂକୁ ପ୍ରୋତ୍ସାହିତ କରିବ। 

Advertisment

ସରକାରଙ୍କ ଏହି ନିୟମକୁ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ବିରୋଧ କରିବା ସହ ୮ଦଫା ଦାବି ପୂରଣ ପାଇଁ ମହାସଂଘ ପକ୍ଷରୁ ବିଧାନସଭା ସଭ୍ୟମାନଙ୍କୁ ଚିଠି ଲେଖିଛନ୍ତି। ସରକାର ଦାବି ନଶୁଣିଲେ ଏହି ବିକ୍ଷୋଭ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ବୋଲି  ଠିକାଦାର ମହାସଂଘ କହିଛନ୍ତି। 

ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ଯେଉଁ ନିୟମ କରିଛନ୍ତି ସେଥିରେ ପ୍ରକୃତ ଯୋଗ୍ୟ ଠିକାଦାର ନୁହେଁ ଯନ୍ତ୍ରୀଙ୍କ ଜରିଆରେ ନିଜ ଲୋକଙ୍କୁ କାମ ଦେବା ପାଇଁ ମସୁଧା କରାଯାଇଛି।

Advertisment

Bhubaneswar Contractors Protest
Advertisment
Related Articles
Advertisment