/odishatv-khabar/media/media_files/2026/02/01/group-clash-2026-02-01-10-44-46.jpg)
Group Clash Photograph: (OTV)
ଦୁଇ କ୍ଲବ ପିଲାଙ୍କ ମଧ୍ୟରେ ମାଡପିଟ। ସରସ୍ବତୀ ମେଢ ଭସାଣ ଶୋଭାଯାତ୍ରା ବେଳେ ତୁମୁଳ କାଣ୍ଡ। ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ମାରପିଟ୍। ୭ ଆହତଙ୍କ ମଧ୍ୟରୁ ୨ ଗୁରୁତର। ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅବଶିଷ୍ଟ ୫ ଜଣ ଅଠରବାଙ୍କି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାରାଦୀପ ଷଣ୍ଢକୁଦ ବସ୍ତିରେ ଘଟିଛି ଘଟଣା।
Advertisment
ଲାୟନ୍ସ ମେମୋରିଆଲ କ୍ଲବର ଯୁବକମାନେ ଡିଜେ ବଜାଇ ନାଚି ନାଚି ଯାଉଥିବା ବେଳେ ବସ୍ତିର ଅନ୍ୟ ଏକ କ୍ଲବର ଯୁବକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଇଟା, ପଥର, ଠେଙ୍ଗା ବାଡିରେ ଆକ୍ରମଣ କରିଥିବା ଅଭିଯୋଗ। ଘଟଣାକୁ ନେଇ ଉତ୍ତେଜନା ଥିବା ବେଳେ ଜଟାଧାରମହାଣ ସାମୁଦ୍ରିକ ଥାନା ପୁଲିସ ଘଟଣା ଉପରେ ନଜର ରଖିଛି।
Advertisment



Related Articles
Minor Girl Taken Away: ପୁଣି ଲଜ୍ୟା, ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ
POSTED

Dreaded Dacoit Injured in Police Encounter: ଦୁର୍ଦ୍ଦାନ୍ତ ଡକାୟତକୁ ପୋଲିସର ଏନକାଉଣ୍ଟର, ଦେଶୀ ବନ୍ଧୁକ ଜବତ କରିଛି ପୋଲିସ
POSTED

High Court ASO Exam Irregularities: ହାଇକୋର୍ଟ ASO ପରୀକ୍ଷା ବିଭ୍ରାଟ: ୬ ଗିରଫ
POSTED

LPG price hike: ବଡ଼ ଖବର; ବଢିଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ, ଆଜିଠୁ ନୂଆ ଦର
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)