/odishatv-khabar/media/media_files/2026/02/01/aso-question-paper-leak-case-2026-02-01-09-37-33.jpg)
ASO Question Paper Leak Case Photograph: (OTV)
ହାଇକୋର୍ଟ ASO ପରୀକ୍ଷା ଅନିୟମିତତା ମାମଲାରେ ୬ ଅଭିଯୁକ୍ତ ଗିରଫ। ଜଣେ ମହିଳାଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଗିରଫ ୬ ଅଭିଯୁକ୍ତ ହେଲେ ହିମାଂଶୁ ଶେଖର ଦାସ, ଶ୍ରୀଧର ମନ୍ତ୍ରୀ, ଆଲୋକ ସାହୁ, ନିର୍ମାଲ୍ୟ କୁମାର ଦାସ, ଗଙ୍ଗାଧର ଜେନା ଓ ଜ୍ୟୋତିର୍ମୟୀ ସାହୁ ।
Advertisment
ତଦନ୍ତ ସମୟରେ ସାଂଘାତିକ ତଥ୍ୟ ସାମନାକୁ ଆସିଥିବା ଜଣାପଡିଛି । ପୂର୍ବରୁ SI ଓ ସ୍ପେଶାଲ OTET ପରୀକ୍ଷା କେଳେଙ୍କାରୀରେ ଗିରଫ ହୋଇ ଜେଲରେ ଥିବା ୫ ଜଣ ଅଭିଯୁକ୍ତ ମଧ୍ୟ ହାଇକୋର୍ଟ ASO ପରୀକ୍ଷା ଅନିୟମିତତାରେ ସାମିଲ ଅଛନ୍ତି। ସେମାନଙ୍କୁ ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବ।
୨୦୨୫ ଜୁଲାଇ ୧୩ ତାରିଖରେ ହାଇକୋର୍ଟ ASO ଲିଖିତ ପରୀକ୍ଷା କରାଯାଇଥିଲା ଏଥିରେ ୭ ହଜାର ୧୧୩ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ହେଲେ ପରୀକ୍ଷାର Answer key ଭାଇରାଲ ହୋଥିବା ଜଣା ପଡ଼ିବା ପରେ ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ୨୦୨୫ ଡିସେମ୍ବର ୭ ତାରିଖରେ କରାଯାଇଥିଲା।
Advertisment
Advertisment



Related Articles
LPG price hike: ବଡ଼ ଖବର; ବଢିଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ, ଆଜିଠୁ ନୂଆ ଦର
POSTED

Budget 2026 and women’s empowerment: ବଜେଟ୍ ୨୦୨୬: ଫୋକସରେ ମହିଳା ସଶକ୍ତିକରଣ
POSTED

Budget 2026 Expectations Income Tax: ବଜେଟ୍ରୁ ଆୟକରଙ୍କ ବଡ଼ ଆଶା; ନୂଆ ଘୋଷଣାକୁ ଅପେକ୍ଷା
POSTED

Union Budget 2026: ହେଲଥ ସେକ୍ଟର ଉପରେ ନଜର; ହ୍ରାସ ହେବ ସାଧାରଣ ଲୋକଙ୍କ ଉପରେ ଚିକିତ୍ସା ବୋଝ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)