/odishatv-khabar/media/media_files/2025/11/03/choudwar_jail_death-2025-11-03-20-59-23.jpg)
CHOUDWAR_JAIL_DEATH Photograph: (OTV)
ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ଚୌଦ୍ବାର ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ । ମୃତ କଏଦୀ ହେଲେ ପବିତ୍ର ସାହୁ । ଜେଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ପବିତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପବିତ୍ର ଏକ ଚିଟଫଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିଲେ। କେଉଁ ପରିସ୍ଥିତିରେ ସେ ଚରମ ନିଷ୍ପତ୍ତି ନେଲେ ତାହା ଅସ୍ପଷ୍ଟ ରହିଛି ।
Advertisment
ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍
ଚୌଦ୍ବାର ଜେଲରେ ଜୀବନ ହାରିଲେ ବିଚାରାଧୀନ କଏଦୀ
ମୃତ କଏଦୀ ହେଲେ ପବିତ୍ର ସାହୁ
ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା
ଚିକିତ୍ସାଧୀନ ଅବସ୍ଥାରେ ପବିତ୍ରଙ୍କର ମୃତ୍ୟୁ
ଚିଟଫଣ୍ଡ ମାମଲାରେ ଜେଲରେ ଥିଲେ ପବିତ୍ର
କାହିଁକି ନେଲେ ଚରମ ନିଷ୍ପତ୍ତି, ତଦନ୍ତ ଜାରି
Advertisment



Related Articles
Finger Cut Instead: ଡ୍ରେସିଂ କରିବା ବଦଳରେ କାଟିଦେଲେ ଆଙ୍ଗୁଠି
POSTED

Lakhs of Fish: ପାଣିରେ ଭାସୁଛନ୍ତି ଲକ୍ଷ ଲକ୍ଷ ମାଛ , ଡଙ୍ଗାରେ ପାହାଡ଼ ଭଳି ଗଦା ହୋଇଛି
POSTED

Shock for BJD during Naveen’s Nuapada visit: ନୂଆପଡ଼ାରେ ନବୀନଙ୍କ ପ୍ରଚାର ବେଳେ ବିଜେଡିକୁ ଝଟକା, ବିଜେପିରେ କଣ ହେବ ଅମରଙ୍କ ଭୂମିକା ବଢ଼ିଲା ଚର୍ଚ୍ଚା
POSTED

BJP’s Big Win: ଖାଲି ହେଉଛି ବିଜେଡି, ଶଙ୍ଖ ଛାଡ଼ିଲେ ପୂର୍ବତନ ରାଜ୍ୟସଭା ସାଂସଦ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)