/odishatv-khabar/media/media_files/2026/03/09/accident-2026-03-09-16-59-52.jpg)
Accident Photograph: (OTV)
ରାଜ୍ୟରେ କଳା ସୋମବାର । ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ୨୪ ଘଣ୍ଟାରେ ଗଲାଣି ୧୩ ଜଣଙ୍କ ଜୀବନ । କେନ୍ଦୁଝରରେ ଟ୍ରକ୍ ପଛରେ ବାଇକ ପିଟିହୋଇ ଚାଲିଗଲା ବାପପୁଅଙ୍କ ଜୀବନ। କେନ୍ଦୁଝର ୯ ନମ୍ବର ଜାତୀୟ ରାଜପଥ ତେନ୍ତୁଳି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
Advertisment
ମୃତ ଏମଡି. ନୁର୍ ତେନ୍ତୁଳିଟାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ପୁଅ ଓ ସ୍ତ୍ରୀଙ୍କୁ ନେଇଯିବାବେଳେ ଏକ ଟ୍ରକ୍ ପଛପଟେ ପିଟି ହୋଇ ବାପପୁଅଙ୍କର ଜୀବନ ଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିଭଳି ଭିନ୍ନ ଭିନ୍ନ ଘଟଣାରେ ବରଗଡ଼ରେ ୪, କୁଚିଣ୍ଡାରେ ୩ ଓ ବଣାଇରେ ୨ ଓ ବଲାଙ୍ଗୀରରେ ଜଣଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ
୨୪ ଘଣ୍ଟାରେ ଗଲାଣି ୧୩ ଜଣଙ୍କ ଜୀବନ
ବରଗଡ଼ରେ ୪, କୁଚିଣ୍ଡାରେ ୩, ବଣାଇରେ ୨ ମୃତ
କେନ୍ଦୁଝରରେ ୩ ଓ ବଲାଙ୍ଗୀରରେ ଜଣେ ମୃତ
Advertisment
Advertisment


Related Articles
Delhi Liquor Scam: ମଦ ଦୁର୍ନୀତି ମାମଲାରେ ତଳ କୋର୍ଟ ରାୟକୁ ସିବିଆଇର ଚ୍ୟାଲେଞ୍ଜ, ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ନୋଟିସ
POSTED

Middle East Conflict: ଇରାନ୍ ସହ ହାତ ମିଶାଇଲା ଋଷିଆ, ଛାନିଆ ଟ୍ରମ୍ପ; ଆରବରୁ ଆରମ୍ଭ ହେଲା କି ତୃତୀୟ ବିଶ୍ୱଯୁଦ୍ଧ ?
POSTED

Top Court Slams ‘Hasty’ Petition: ଆପଣ ରାତି ଅଧରେ ପିଟିସନ୍ ପ୍ରସ୍ତୁତ କରନ୍ତି କି? ଏମିତି କହି ପିଆଇଏଲ୍ ଖାରଜ କରିଦେଲେ ସୁପ୍ରିମକୋର୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)