Advertisment

Foraging Mishap: ଖାଦ୍ୟ ଅନ୍ୱେଷଣରେ ବୁଲୁ ବୁଲୁ ରାତିରେ କୂଅରେ ପଡିଗଲା ଭାଲୁ

କିଛି ଦିନ ହେବ ଭାଲୁ ଗାଁ ନିକଟରେ ବୁଲୁଥିଲା। କିନ୍ତୁ କାଲି ରାତିରେ ଭାଲୁଟି ଆସି ସେଇ ଗାଁରେ ଏକ କୂଅ ଭିତରେ ପଡିଯାଇଛି।  ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

author-image
Tapan Swain
Bear

Bear Photograph: (OTV)

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଲା ଭାଲୁ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୬ ଗାଁରେ। କିଛି ଦିନ ହେବ ଗୋଟିଏ ଭାଲୁ ଗାଁ ନିକଟରେ ବୁଲୁଥିଲା।

Advertisment

କିନ୍ତୁ କାଲି ରାତିରେ ଭାଲୁଟି ଆସି ସେଇ ଗାଁରେ ଏକ କୂଅ ଭିତରେ ପଡିଯାଇଛି।  ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଭାଲୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଜଙ୍ଗଲରେ ଛଡାଯିବ। 

ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଲା ଭାଲୁ

ମାଲକାନଗିରି କାଲିମେଳା ଏମପିଭି-୨୬ରେ ଘଟଣା
ଭାଲୁକୁ ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରି

Advertisment

Bear Enters Village Bear
Advertisment
Related Articles
Advertisment