Advertisment

Athagarh Bandh: ଆଠଗଡ଼ ବନ୍ଦ; ବିକ୍ଷୋଭ ପ୍ରଦର୍ଶନ, ଗାଡ଼ି ଚଳାଚଳ ପ୍ରଭାବିତ

୧୨ ଘଣ୍ଟିଆ ଆଠଗଡ଼ ବନ୍ଦ। ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ ପାଳନ। ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

author-image
Chinmayee Sahoo
Athagarh Bandh

Athagarh Bandh Photograph: (OTV)

୧୨ ଘଣ୍ଟିଆ ଆଠଗଡ଼ ବନ୍ଦ। ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଆଠଗଡ଼ ବନ୍ଦ ପାଳନ। ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଚାନ୍ଦବାଲି ଛକରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

Advertisment

ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବନ୍ଦ ରହିଛି। ସେପଟେ ବନ୍ଦ ଡାକରାକୁ ସମର୍ଥନ ଦେଇଛି ଆଠଗଡ଼ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ପୌରାଞ୍ଚଳ ବରିଷ୍ଠ ନାଗରିକ ମଞ୍ଚ, ଆଠଗଡ଼ ଗଡଜାତ ପରିକ୍ରମା ଓ ଆଠଗଡ଼ ଅବସର ପ୍ରାପ୍ତ ସେନା ବାହିନୀ କର୍ମଚାରୀ ସଂଘ ।

Athagarh Bandh
Advertisment
Related Articles
Advertisment