/odishatv-khabar/media/media_files/2025/10/22/gunpur_fire-2025-10-22-10-05-59.jpg)
GUNPUR_FIRE Photograph: (OTV)
ଜଳିଗଲା କପଡ଼ା ଦୋକାନ । ବିଳମ୍ବିତ ରାତିରେ ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟ ମୁଖ୍ୟ ରାସ୍ତାରେ ଥିବା ଆୟାପା ଡ୍ରେସ ଦୋକାନରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଲକ୍ଷାଧିକ ଟଙ୍କାର ଡ୍ରେସ୍ ପୋଡି ନଷ୍ଟ ହୋଇଯାଇଛି। ଗୁଣୁପୁର ଓ ଗୁମୁଡା ଅଗ୍ନିଶମ ବାହିନୀ ନିଆଁ ଆୟତ କରିଥିଲେ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଲାଗିବା ପରେ ତିନି ମହଲା କୋଠା ଉପରେ ଫସି ରହିଥିଲେ ୪ ଜଣ। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।
• ଗୁଣୁପୁରରେ କପଡ଼ା ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ
• ଗୁଣୁପୁର ପୁରୁଣା ବସଷ୍ଟାଣ୍ଡ ନିକଟ କପଡ଼ା ଦୋକାନରେ ନିଆଁ
• ଲକ୍ଷାଧିକ ଟଙ୍କାର କପଡ଼ା ପୋଡ଼ି ନଷ୍ଟ ହୋଇଥିବା ସୂଚନା
• ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଅନୁମାନ, ନିଆଁ ଆୟତ୍ତ କଲେ ଅଗ୍ନିଶମ ଟିମ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)