Advertisment

Rajya Sabha Polls: ରାଜ୍ୟସଭା ନିର୍ବାଚନ ପାଇଁ ଖୁବଶୀଘ୍ର ବିଜେପିର ପ୍ରାର୍ଥୀ ଘୋଷଣା, ସୂଚନା ଦେଲେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର

ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଆଜି କିମ୍ବା ଆସନ୍ତାକାଲି ଭିତରେ ବସିବ ସଂସଦୀୟ ବୋର୍ଡ ବୈଠକ। ଏଥିରେ ନିଷ୍ପତ୍ତି ହେବ ବିଜେପିରୁ କିଏ ଯିବେ ରାଜ୍ୟସଭା।

author-image
Tapan Swain
BJP

BJP Photograph: (OTV)

ରାଜ୍ୟସଭା ନିର୍ବାଚନକୁ ନେଇ ଚଳଚଞ୍ଚଳ ରାଜ୍ୟ ବିଜେପି ମହଲ।  କିଏ ଯିବେ ରାଜ୍ୟସଭା। ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଆଜି କିମ୍ବା ଆସନ୍ତାକାଲି ଭିତରେ ବସିବ ସଂସଦୀୟ ବୋର୍ଡ ବୈଠକ। ଏଥିରେ ନିଷ୍ପତ୍ତି ହେବ ବିଜେପିରୁ କିଏ ଯିବେ ରାଜ୍ୟସଭା।

Advertisment

କୋର କମିଟି ବୈଠକରେ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସଂସଦୀୟ ବୋର୍ଡକୁ ପଠାଯାଇଛି। ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ଦିନେ ଦୁଇ ଦିନ ଭିତରେ ନାମ ଘୋଷଣା ହୋଇପାରେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କେନ୍ଦ୍ରୀୟ ପାର୍ଲିଆମେଣ୍ଟ ପାର୍ଟି ଶୀଘ୍ର ନିଷ୍ପତ୍ତି ନେବ।...

 'ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ'

'କିଏ ରାଜ୍ୟସଭା ଯିବ ବୈଠକରେ ନିଷ୍ପତ୍ତି ହେବ'
'କୋର୍ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ସଂସଦୀୟ ବୋର୍ଡକୁ ପଠାଯାଇଛି'
ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ- ବିଜୟ ପାଲ ସିଂ ତୋମାର
'ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ'

Advertisment
Rajya Sabha Polls BJP
Advertisment
Related Articles
Advertisment