• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

naveen-patnaik
ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ IAS ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ମିଳିଛି। ଅନୁ ଗର୍ଗଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି […]

  • Tuesday, 06 July 2021
ଆଜି ମାତୃଭାଷା ପରୀକ୍ଷା ଦେବେ କଳା ଛାତ୍ରଛାତ୍ରୀ
ଆଜି ମାତୃଭାଷା ପରୀକ୍ଷା ଦେବେ କଳା ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠୁ ଯୁକ୍ତଦୁଇ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ଆଜି ମାତୃଭାଷା ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗତକାଲି ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଥିଲେ। ମାଟ୍ରିକ ପରୀକ୍ଷାରେ ଏକାଧିକ ବିଭ୍ରାଟ ପରେ ଯୁକ୍ତଦୁଇ ପରୀକ୍ଷାରେ ଯେପରି ଏହାର ପୁନାରବୃତ୍ତି ନହୁଏ ସେଥିପାଇଁ କର୍ତ୍ତୃପକ୍ଷ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଜଗିଥିବା ବେଳେ ଯେଉଁଠି […]

  • Tuesday, 06 July 2021
ବାଲୁକା କଳାରେ ନାରୀଙ୍କୁ ସମ୍ମାନ
ବାଲୁକା କଳାରେ ନାରୀଙ୍କୁ ସମ୍ମାନ

ପୁରୀ (ମଧୂସୁଦନ ମିଶ୍ର): ଆଜି ଅର୍ନ୍ତଜାତୀୟ ମହିଳା ଦିବସ। ଏହି ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମିରେ ସ୍ୟାଣ୍ଡ୍ ଆନିମେଟର ମାନସ ସାହୁ ବାଲୁକା କଳା ମାଧ୍ୟମରେ ବିଶ୍ୱର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ମହିଳା ଅବଳା କି ଦୁର୍ବଳା ନୁହେଁ, ସାହସୀ ଓ ପରାକ୍ରମୀ। ପ୍ରତ୍ୟେକ କ୍ଷେତ୍ରରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଦେଶର ସୁରକ୍ଷାଠାରୁ ଆରମ୍ଭ କରି ଦେଶ ନିର୍ମାଣରେ ପୁରୁଷଙ୍କ ସମକକ୍ଷ ହୋଇ ସମସ୍ତ କ୍ଷେତ୍ରରେ ନିଜକୁ […]

  • Tuesday, 06 July 2021
odisha
ବିଜେଡି ନେତାଙ୍କ ଦାଦାଗିରି: ବୃଦ୍ଧଙ୍କୁ ମାଡ଼ ମାରିଲେ, ଠେଲିଦେଲେ

କଟକ: ସାମାନ୍ୟ ଡ୍ରେନ୍‌ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  କଟକ ନଗର ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତାପସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି ଯେ, ଗତକାଲି ଅପରାହ୍ନରେ ତାପସଙ୍କ ସମେତ କିଛି […]

  • Tuesday, 06 July 2021
magar
ଜାଲରେ ଧରା ପଡ଼ିଲା ବିଶାଳକାୟ ମଗର ମାଛ

ଜଳେଶ୍ୱର: ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି ଜଣାପଡ଼ିଛି। ଏହି ମାଛକୁ ଦେଖିବାକୁ ପାଇଁ ଦୀଘାରେ ଭିଡ଼ ଜମିଛି। ଲମ୍ୱା ଆକୃତିର ଏହି ମାଛରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛ ମିଳିବା ପରେ ଏହାକୁ ନିଲାମ କରାଯାଇଛି। ପଶ୍ଚିମବଙ୍ଗ ରାଣାଘାଟର କମ୍ପାନୀ ଏହି ମାଛକୁ ୫୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।

  • Tuesday, 06 July 2021
corona
ଓଡ଼ିଶାରେ କରୋନା ସ୍ଥିତି: ସରକାରଙ୍କ ପାଇଁ ଚିନ୍ତା ବଢ଼ାଉଛି ଏହି ୩ ଜିଲ୍ଲା

ଭୁବନେଶ୍ୱର: କରୋନାର ସ୍ଥିତି ବର୍ତ୍ତମାନ ରାଜ୍ୟରେ ପିକ୍‌ରେ ରହିଛି। ଆଗକୁ ବଢ଼ିବ କି କମିବ ତାହା କହି ହେବ ନାହିଁ। ରାଜ୍ୟରେ ପ୍ରତ୍ୟେକ ଦିନ ଯେତେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେଥିମଧ୍ୟରୁ ବିଶେଷ କରି ୩ଟି ଜିଲ୍ଲା ଯଥା- ଗଞ୍ଜାମ, ଖୋର୍ଦ୍ଧା ଓ କଟକରୁ ୬୦ରୁ ୬୫ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଏସବୁ ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯଦି ଏସବୁ […]

  • Tuesday, 06 July 2021
baliuda
ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାଁ ବ୍ରଜରାଜ ବିଷୋୟୀ। ଗତକାଲି ସଂଧ୍ୟାରେ ତାଙ୍କୁ ଘରୁ ଡାକିନେଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ବ୍ରଜରାଜଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସାରଙ୍ଗଡ଼ ପୋଲିସ ମୃତଦେହ […]

  • Tuesday, 06 July 2021
corona
କରୋନାରୁ ରକ୍ଷା ପାଇଁ ନିୟମଗିରି ରାଜାଙ୍କୁ ପୂଜାକଲେ ଡଙ୍ଗରିଆ କନ୍ଧ

ରାୟଗଡ଼: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ନିୟମଗିରି ରାଜାଙ୍କୁ ପୂଜାପାଠ।  ରାୟଗଡ଼ ବିଷମକଟକ ବ୍ଲକ କୁରିଲି ଗାଁରେ ନିୟମଗିରି ରାଜାଙ୍କୁ ପୂଜା କରୁଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ। ଲୋକଙ୍କୁ ସୁରକ୍ଷା ଲାଗି ନିୟମଗିରି ପାହାଡରେ ଥିବା ନିୟମଗିରି ରାଜାଙ୍କୁ ପୂଜା କରିଛନ୍ତି ଡଙ୍ଗରିଆ କନ୍ଧ।  ସେମାନଙ୍କ ବିଶ୍ୱାସ ନିୟମଗିରି ରାଜାଙ୍କୁ ସନ୍ତୁଷ୍ଟ କଲେ କରୋନା ଦାଉରୁ ରକ୍ଷା ମିଳିବ ବୋଲି କହିଛନ୍ତି ଲୋକେ । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟାବିସ୍ତାର […]

  • Tuesday, 06 July 2021
chain
ସାବଧାନ୍‌! ରାଜଧାନୀରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଆଜି ଆଇଆରସି ଭିଲେଜ୍‌ର ଏନ୍4 କ୍ୱାଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ ଲୁଟି ନେଇଛନ୍ତି। ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍‌ପି ତନୁଜା ମହାନ୍ତିଙ୍କ ବେକରୁ ସୁନା ଚେନ୍ ସହ କାନଫୁଲ ଲୁଟି ନେଇଥିଲେ ଦୁଇ ଲୁଟେରା । ସେ ଘର ଝାଡ଼ୁ କରୁଥିବା ସମୟରେ ଦୁଇ ଲୁଟେରା ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଅଳଙ୍କାର ଲୁଟି ନେଇଥିଲେ ।  […]

  • Tuesday, 06 July 2021