Advertisment

Connectivity Push: ଅପହଞ୍ଚ ଜନବସତିକୁ ଯୋଗାଯୋଗ ପାଇଁ ୧୦୦୦ କୋଟି, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନରେ ୧୦୦ କୋଟି

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ୧୦୦ କୋଟି, ୱାର୍ଲଡ ଗ୍ରୀନ ଷ୍ଟୋରେଜ ପ୍ଲାନ ପାଇଁ ୨୪୦ କୋଟି,  ରେଆର ଆର୍ଥ କରିଡ଼ର ପାଇଁ ବଜେଟରେ ୧୦ କୋଟି ବ୍ୟବସ୍ଥା କରାଯାଇଛି।

author-image
Tapan Swain
BUDGET

BUDGET Photograph: (OTV)

ଏଥର ବଜେଟରେ ସରକାର ୧୬ଟି ନୂଆ ପଦକ୍ଷେପ ପାଇଁ ଅନେକ ଘୋଷଣା କରିଛନ୍ତି। VB-G RAM G ପାଇଁ ବଜେଟରେ ୫ହଜାର ୫୭୫ କୋଟି ବ୍ୟୟବରାଦ ହୋଇଛି। ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି, ମଡେଲ ମଣ୍ଡି ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି।  

Advertisment

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ୧୦୦ କୋଟି, ୱାର୍ଲଡ ଗ୍ରୀନ ଷ୍ଟୋରେଜ ପ୍ଲାନ ପାଇଁ ୨୪୦ କୋଟି,  ରେଆର ଆର୍ଥ କରିଡ଼ର ପାଇଁ ବଜେଟରେ ୧୦ କୋଟି ବ୍ୟବସ୍ଥା କରାଯାଇଛି। ଷ୍ଟେଟ ଇନ୍ଷ୍ଟିଟ ଅଫ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ ସହ ବିଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ୧୦୦୦ କୋଟି ବ୍ୟୟବରାଦ ହୋଇଛି।

ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର ସହ ୱାର୍ଲଡ ଓ  ୱାର୍ଲଡ ଟୁରିଜିମ୍ ସେଣ୍ଟର (ପୁରୀ) କରାଯିବ। ଷ୍ଟେଟ AI ମିଶନ ପାଇଁ ୨୩ କୋଟି, ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ ପାଇଁ ୧୫୦ କୋଟି, ଡାଲଖାଇ ପାଇଁ ବଜେଟରେ ୨୨୦ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ ନେଇ ପଦକ୍ଷେପ ନିଆଯାଇଥିବା ବେଳେ ଫିଟ ଓଡିଶା ମିଶନ ପାଇଁ ବଜେଟରେ ବ୍ୟୟବରାଦ ହୋଇଛି ୧୦ କୋଟି ଟଙ୍କା। ... 

Advertisment

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍

୧୬ଟି ନୂଆ ପଦକ୍ଷେପ ଘୋଷଣା

୧. VB-G RAM G- ୫୫୭୫ କୋଟି
୨. ସମୃଦ୍ଧ ଅଙ୍ଗନବାଡି ଯୋଜନା- ୬୩୫ କୋଟି 
୩. ମଡେଲ ମଣ୍ଡି- ୧୦୦ କୋଟି 
୪. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା 
୫. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ- ୧୦୦ କୋଟି 
୬. ୱାର୍ଲଡ ଗ୍ରୀନ ଷ୍ଟୋରେଜ ପ୍ଲାନ- ୨୪୦ କୋଟି 
୭. ରେଆର ଆର୍ଥ କରିଡ଼ର- ୧୦ କୋଟି 
୮. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
୯. ଅପହଞ୍ଚ ଜନବସତିକୁ ଯୋଗାଯୋଗ- ୧୦୦୦ କୋଟି 
୧୧. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର 
୧୧. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
୧୨. ଷ୍ଟେଟ AI ମିଶନ- ୨୩କୋଟି 
୧୩. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ- ୧୫୦ କୋଟି 
୧୪. ଡାଲଖାଇ- ୨୨୦ କୋଟି 
୧୫. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ 
୧୬. ଫିଟ୍  ଓଡ଼ିଶା ମିଶନ- ୧୦ କୋଟି

Budget Chief Minister Mohan Majhi
Advertisment
Related Articles
Advertisment