/odishatv-khabar/media/media_files/2025/11/30/show-cause-notices-2025-11-30-13-03-34.jpg)
Show-Cause Notices Photograph: (OTV)
ଆକ୍ସନ ମୋଡ଼ ରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ। ୧୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ। କାର୍ଯ୍ୟରେ ଅବହେଳା ପାଇଁ ଦରମା ବନ୍ଦ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା ପୂର୍ବ ସୂଚନା ନଦେଇ ଅଚାନକ ଭାବେ ବ୍ଲକର କିଛି ସ୍କୁଲକୁ ଗସ୍ତ କରିଥିଲେ।
ଗସ୍ତ ବେଳେ ୮ଟି ସ୍କୁଲରେ ୧୦ଜଣ ଶିକ୍ଷକଙ୍କ କାଯ୍ୟରେ ଅବହେଳା କରୁଥିବା ଦେଖିବାକୁ ପାଇଥିଲେ। ଏଥିମଧ୍ୟରୁ ଅନେକ ଶିକ୍ଷକ ବିନା ସୂଚନାରେ ସ୍କୁଲରେ ଅନୁପସ୍ଥିତ ଥିବା ବେଳେ କିଛି ଜଣ ବିନା ସୂଚନାରେ ଛୁଟି ପୂର୍ବରୁ ସ୍କୁଲରୁ ପଳାଇଥିଲେ। ଆଉ କିଛି ଶିକ୍ଷକ ପରୀକ୍ଷାରେ ଅବହେଳା ହେତୁ ଏଭଳି ପଦକ୍ଷେପ ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।
• ଆକ୍ସନ ମୋଡ଼ରେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ
• ୧୦ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ
• କାର୍ଯ୍ୟରେ ଅବହେଳା ଅଭିଯୋଗରେ ଦରମା ବନ୍ଦ
• ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଓ ନୋଟିସ
• ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଚାନକ ବିଭିନ୍ନ ସ୍କୁଲ୍ ଗସ୍ତ
• ଅନେକ ଶିକ୍ଷକ ବିନା ସୂଚନାରେ ସ୍କୁଲରେ ଅନୁପସ୍ଥିତ ଥିଲେ
• କିଛି ଶିକ୍ଷକ ବିନା ସୂଚନାରେ ଛୁଟି ପୂର୍ବରୁ ପଳାଇଥିଲେ
Govt Mandate: ଯୋଗ୍ୟ ଭୂମିହୀନ ପରିବାରକୁ ତୁରନ୍ତ ଘର ବଣ୍ଟନ ପାଇଁ ନିର୍ଦ୍ଦେଶ

Humane Sagar’s Manager Under Scanner: ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ଗଦା ଗଦା ଅଭିଯୋଗ ଥାଇ ବି ମୂଲ୍ୟହୀନ!

Deep-Fry Danger: ରାଜ୍ୟ ସରକାରକୁ ଜଙ୍କ୍ ଫୁଡ୍ ଓ ତେଲ ଚିନ୍ତା, ସତର୍କ କରିବ ତେଲ ବୋର୍ଡ

Villagers Duped: ଠକି ଦେଲେ ଡାକ ବାବୁ, ଖାଇଗଲେ ଜମା ଟଙ୍କା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)