• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Sunday, 24 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Sujit kumar Swain
  • 2 months ago

Bangladeshi Woman Linked To Sex Trafficking Network: ବାଂଲାଦେଶୀ ଦେହଜୀବୀଙ୍କ ଭୂସ୍ବର୍ଗ ପାଲଟିଛି କି ଟୁଇନ୍ ସିଟି ? ରାଜଧାନୀରେ ବୁଲୁଛି ମାଳ ମାଳ ଯୁବତୀଙ୍କ ଫଟୋ

ଟୁଇନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ ? ଦେହ ବ୍ୟବସାୟ ପାଇଁ କଟକ ଓ ଭୁବନେଶ୍ବରକୁ ଭୂସ୍ବର୍ଗ ଭାବେ ଧରିନେଲେଣି କି ବାଂଲା ସୁନ୍ଦରୀ ? More
  • Sujit kumar Swain
  • 2 months ago

From MLA to Common Man: ଦିନେ ଥିଲେ ଶାସକ ଦଳର ବିଧାୟକ; ଆଜି ବନିଯାଇଛନ୍ତି ସାଧାରଣ ଚଷାପୁଅ

ହଳ ଲଙ୍ଗଳ ଧରି କ୍ଷେତକୁ ଯାଆନ୍ତି, ପୁଅ ବୋହୂ ସହ ମିଶି ଚାଷ କରନ୍ତି। ନା ଥାଟବାଟ, ଚାକର ବାକର ନା କୋଠାବାଡ଼ି। ଦୀର୍ଘବର୍ଷ ଧରି କ୍ଷମତା ରାଜନୀତିରେ ଥାଇ ବି ସେ ବିଶ୍ବାସ କରନ୍ତି, ମାଟିର ମଣିଷ ମାଟି ସହ ଯୋଡ଼ି ହୋଇ ରହିବାକୁ। More
  • Sonali Ojha
  • 2 months ago

Ratna Bhandar: ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ କି କୋଠରୀ; ଏବେ ମରାମତି ବାଟ ସଫା

ସବୁ କାହାଣୀ ଓ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ। କାଲି ମୁଖ୍ୟ ପ୍ରଶାସକ ସଙ୍କେତ ଦେଇଥିଲେ। ଆଉ ଆଜି ଆଇନମନ୍ତ୍ରୀ ପୁରା ସ୍ପଷ୍ଟ କରିଦେଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ଗୁପ୍ତ କୋଠରୀ କି ରହସ୍ୟପୂର୍ଣ୍ଣ ସୁଡ଼ଙ୍ଗ। More
  • Sonali Ojha
  • 2 months ago

Subhadra Yojana: ୨୦ ଲକ୍ଷ ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା।; ସଭା ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। More
  • Sonali Ojha
  • 2 months ago

Subhadra Yojana: ଖାତାକୁ ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଛି 'ସୁଭଦ୍ରା' ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। More
  • Satyendu Shekher Mishra
  • 2 months ago

Crime Against Women: ନବରଙ୍ଗପୁରରୁ ନେଇ ମହାରାଷ୍ଟ୍ରରେ ବିକୁଥିଲେ, ୧୪ ଦିନ ଗୃହବନ୍ଦୀ ରଖିଥିଲେ..!

'ଅନେକ ପୁରୁଷଙ୍କ ସହ ସଂପର୍କ ରଖିବାକୁ କରାଯାଉଥିଲା ବାଧ୍ୟ’ । ଅଭିଯୁକ୍ତକୁ ଗିରଫ ସହ ମହିଳା ଚାଲାଣ ରାକେଟକୁ ଧରିବାକୁ ଦାବି । More
  • Satyendu Shekher Mishra
  • 2 months ago

Jajpur Politics: ଉଷ୍ମ ହେଉଛି ଯାଜପୁର ରାଜନୀତି ! ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା...

ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି । ଶାନ୍ତି ରକ୍ଷା ଲାଗି ସହରରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ । More
  • Satyendu Shekher Mishra
  • 2 months ago

IAS Reshuffle: ଯାମିନୀ ଷଡ଼ଙ୍ଗୀ ସିଟି GST କମିଶନର, ସୁଧାଂଶୁ ମୋହନ ସାମଲ ହେଲେ OMC MD

ବିଜୟ ପୃଷ୍ଟି ହେଲେ ଇଷ୍ଟେଟ ନିର୍ଦ୍ଦେଶକ । ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ହେଲେ ସତ୍ୟବ୍ରତ ରାଉତ । More
  • Satyendu Shekher Mishra
  • 2 months ago

ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା ପାଇବେ ଟଙ୍କା

ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା, ୨୫ ପ୍ରତିଶତ ମହିଳାଙ୍କୁ ମିଳିବ । More
  • Pallipuspa Samal
  • 2 months ago

Panchang Today 24th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More
  • Sujit kumar Swain
  • 2 months ago

Timepass Booker Puraskar: ୧୭ତମ ‘ଟାଇମପାସ୍‍’ ବୁକର ପୁରସ୍କାର ପାଇବେ ସୁଜିତ୍‍; ବିକାଶଙ୍କୁ ବହିବନ୍ଧୁ ସମ୍ମାନ

‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବକଥାକାର ସୁଜିତ କୁମାର ପଣ୍ଡାଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଝଣ୍ଟା ଲହରେ ସୂର୍ଯ୍ୟାସ୍ତ’ ପାଇଁ ପ୍ରଦାନ କରାଯିବ।  More
  • Santosh Kumar Sahoo
  • 2 months ago

Cuttack Bali Yatra: ବାଲିଯାତ୍ରାରେ କେଉଁଠୁ ଆସିଲେ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀ ?

କଟକ ବାଲିଯାତ୍ରା ପଡ଼ିଆରେ ଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି ପ୍ରାୟ ୫୦ରୁ ଅଧିକ ଅଣଓଡ଼ିଆ ଭିକାରୀ । ଏଥର କିନ୍ତୁ ଏତେ ସଂଖ୍ୟାରେ ଅଣଓଡ଼ିଆ ଭିକାରୀଙ୍କୁ ନେଇ ଉଠିଛି ପ୍ରଶ୍ନ । More
  • Sujit kumar Swain
  • 2 months ago

BJD Leader Bobby Das Brother Arrested: ଗିରଫ ପରେ ଜେଲ ଗଲେ ବବିଙ୍କ ଭାଇ ଲଲ; ମାମଲାକୁ ନେଇ ତେଜିଲା ଯାଜପୁର ପଲିଟିକ୍ସ...

ଗିରଫ ହେଲେ ବବିଙ୍କ ଭାଇ ଭବ। ବାବହଳପୁର ବାସଭବନରୁ ଭବଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଭବଙ୍କ ବିରୋଧରେ ଲାଗିଛି BNSର ୧୧୫ (୨), ୨୯୬, ୩(୫), ୩୦୩(୨), ୩୨୪(୪) ଧାରା। ଏହା ବାଦ୍ ବିରଜା ହାଟ ଗଣ୍ଡଗୋଳକୁ ନେଇ ଭବଙ୍କ ନାଁରେ ରହିଛି ଏକାଧିକ ମାମଲା। More
  • Santosh Kumar Sahoo
  • 2 months ago

Ratna Bhandar GPR Survey Report: ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ୪୫ ପୃଷ୍ଠାର ରିପୋର୍ଟ ହସ୍ତଗତ ହୋଇଛି । ଏହାପରେ ଆମେ ASI ସହ ଆଲୋଚନା କରିବୁ । ତୁରନ୍ତ ରତ୍ନଭଣ୍ଡାର ମରାମତି ପାଇଁ ASIକୁ ଅନୁରୋଧ କରିଛୁ । More
  • Sujit kumar Swain
  • 2 months ago

Subhadra Yojana: କାଲି ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା; ଅଙ୍ଗନବାଡି କର୍ମୀ ବି ପାଇବେ ସହାୟତା ...

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ବଡ଼ ଖବର । ପ୍ରଥମ କିସ୍ତିରୁ ବାଦ୍ ୨୫ ପ୍ରତିଶତ ମହିଳାଙ୍କୁ କାଲି ମିଳିବ ‘ସୁଭଦ୍ରା’ ଟଙ୍କା । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନା ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି । More