ସଂକ୍ଷେପରେ ଆଜିର ତାଜା ଖବର - Tuesday, 05 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଯେବେ ରକ୍ଷକ ସାଜେ ଭକ୍ଷକ; ଦୋଷ ନ ଥାଇ ବି ଭୋଗିଲେ ୮ବର୍ଷ କାରଦଣ୍ତ

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ। More

ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ; ହୁତୁହୁତୁ ଜ୍ୱଳାରେ ହନ୍ତସନ୍ତ ରୋଗୀ

ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ। More

ଆଉ ଚଳିବନି ଠକେଇ ଚାଲାକି, ସାଇବର ଲୁଟେରାଙ୍କୁ ଚେକ୍ ଦେବାକୁ "ଚକ୍ଷୁ" ପୋର୍ଟାଲ

ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ। More

ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ। More

ବିଜେଡି ଟିକଟ ପାଇଁ ବିକଳ.. ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। More

ଇଣ୍ଡିମେଣ୍ଟର ଧୂଲେଇ କଲେ, ଅବକୀ ବାର ୪୦୦ ପାର କହିଲେ; ରୋଡ ସୋ' ଦେଖି ଅଭିଭୂତ ହେଲେ ମୋଦି

ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି। More

ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନରେ ଗଡ଼ିଲା ଟ୍ରେନ୍, ସାକାର ହେଲା କେନ୍ଦ୍ରାପଡ଼ାବାସୀଙ୍କ ସ୍ୱପ୍ନ

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। More

‘ଓଡ଼ିଶାରେ ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି। More

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। More

ଯୋଗ୍ୟ ହିତାଧିକାରୀଙ୍କ ରାସନ୍ କାର୍ଡରେ ନାହିଁ ନାଁ

ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ । More

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ

ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । More

ବାପାଙ୍କ ପରେ EDରେ ହାଜର ହେଲେ ପୁଅ ପ୍ରୟାସକାନ୍ତି

ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି । More

ଶ୍ରୀ ହରାଉଛି ପୁରୀ ଜଗନ୍ନାଥ ବଲ୍ଲଭର ପ୍ରମୋଦ ଉଦ୍ୟାନ, ଆଉ ଶୁଭୁନି କୋଇଲିର ଡାକ

ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି। More

Viral Video: ରିସେପ୍‌ସନ୍‌ ପାର୍ଟିରେ ପଶିଲା, ସୁନା-ଅଳଙ୍କାର ଗିପ୍ଟ ବ୍ୟାଗ୍‌ ଧରି ଛୁ ମାରିଲା

ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ । More

ସରୁନି ଜୟପୁର DHH କାମ,ନାହିଁନ୍ତି ବିଶେଷଜ୍ଞ ଡାକ୍ତର

ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର More

ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୨୫ ପିଲା ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା । More

ତାତିରୁ ମିଳିବ ଆଶ୍ୱସ୍ତି; ରାଜ୍ୟରେ ୭ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ତାତିରେ ଲାଗିବ କି ବ୍ରେକ୍ ? ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ, ପୁଣି ୭ ତାରିଖରୁ ବର୍ଷା ସମ୍ଭାବନା ରହିଛି। More

Biju Jayanti: ବିଜୁଙ୍କ ଜନ୍ମ ଦିନରେ ପାଳନ ହୁଏ ପଞ୍ଚାୟତରାଜ ଦିବସ

୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । More

ଅତ୍ୟଧିକ ବ୍ରାଉନ୍‌ ସୁଗାର ଖାଇବାରୁ ଗଲା ଜୀବନ !

ଖଣ୍ଡଗିରି ଥାନାରେ ଏତଲା ଦେଲେ ଯୁବକଙ୍କ ମାଆ । ମୃତ ଯୁବକ ଡେଲ୍ଟା ଛକ ରେଙ୍ଗାଳ ବସ୍ତିର ଦୀପକ ସାହୁ । More

ମୋଦିଙ୍କୁ ଭେଟିବାକୁ ଯିବେ ପିହୁର ମାଆ, ଝିଅ ନିଖୋଜର ଦୁଃଖ ଜଣାଇବେ

'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ । More

ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ, ୧୯ ହଜାର କୋଟିର ଦେବେ ଉପହାର

ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି More

Panchang Today 5th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ମଙ୍ଗଳବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୯ମୀ ଦିବା ୦୮.୦୪ ଗତେ ୧୦ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ More

ସୁନା ପୁଅକୁ ଲୁହରେ ବିଦାୟ...ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର୍ ଦେଲା ଓଡ଼ିଶା ପୋଲିସ...

ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ ।  More

ରଦ୍ଦ ହେଲା ମୋକିମଙ୍କ ବିଧାୟକ ପଦ; ନିର୍ବାଚନ ପୂର୍ବରୁ ଏଭଳି ରାୟ ବଢ଼ାଇବ କି ଅଡୁଆ ? 

କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।  More

ଶ୍ରୀମନ୍ଦିରକୁ ଟେନ୍‌ସନ୍‌ ଅଣହିନ୍ଦୁ; କଡ଼ା ସୁରକ୍ଷାକୁ ଭେଦି କରି କେମିତି ପଶିଲେ ? 

କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।  More

‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, କହିଲେ...

୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ । More

ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି

ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି । More