ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟ ଗଲେ ପ୍ରତାପ ଜେନା

ଗତ ମାସ ୧୫ ତାରିଖରେ କଗନିଜେନ୍ସ ଗ୍ରହଣ କରିଥିଲେ ସାଲେପୁର JMFC କୋର୍ଟ । ହତ୍ୟା (୩୦୨) ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଏବଂ ଧମକ (୫୦୬) ଆଦି ଦଫାରେ ଆପାତତଃ ବିଚାରଯୋଗ୍ୟ ତଥ୍ୟ ରହିଥିବା କୋର୍ଟ କହିଥିଲେ । More

ସୈତାନ ହେଲା ସାବତ ମା’; ଥରଥର ଓଠରେ ନିର୍ଯାତନାର କାହାଣୀ ବଖାଣିଲେ ଭାଇ-ଭଉଣୀ

ଜନ୍ମକଲା ବାପା ସହ ମିଶି ସାବତ ମା’ର ସୈତାନୀ କାଣ୍ଡରେ ୨ ଭାଇ ଭଉଣୀଙ୍କ ପାଦରୁ ମସ୍ତକ ଯାଏଁ କ୍ଷତ ବିକ୍ଷତ ଚିହ୍ନ। ସାମାନ୍ୟ ବିସ୍କୁଟ ଦି’ଖଣ୍ଡ ପାଇଁ କାହା ପିଠିରୁ ଛାଲ ଉତାରି ଦେଲାଭଳି ମାଡ଼ ମରାଯାଇଛି ତ ଆଉ କାହାର ମୁହଁ ହାତ ଗୋଡ଼ରେ ନିସ୍ତୁକ ପ୍ରହାର କରାଯାଇଛି। More

ଜୀବନ ନେଉଛି ସଡ଼କ ଦୁର୍ଘଟଣା; ପ୍ରତିଦିନ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ

ରାଜ୍ୟରେ ଦିନକୁ ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହେଉଛି । ଗତବର୍ଷ ରାଜ୍ୟରେ ଦୁର୍ଘଟଣାରେ ୫,୪୬୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକି ୨୦୨୧ ତୁଳନାରେ ୨୦୨୨ରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ବଢ଼ିଥିବା ଜଣାପଡ଼ିଛି । More

୨ ହଜାର ଟଙ୍କିଆ ବଦଳାଇବାକୁ ୩ଶହ ଟଙ୍କା ମଜୁରୀ ! ନୋଟ୍ ଜଣଙ୍କର, ବଦଳାଉଛନ୍ତି ଆଉ ଜଣେ

ଟଙ୍କା କାହାର, ଲାଇନ୍ ଦେଇଛି କିଏ ? ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ପାଇଁ ଭୁବନେଶ୍ୱର RBI ଆଗରେ ଲାଇନ୍ ଲଗାଇଥିବା କିଛି ଲୋକଙ୍କ କଥାରୁ ଉଠିଛି ଏମିତି ପ୍ରଶ୍ନ। More

ଦୁର୍ନୀତି ବିରୋଧରେ ୧୪ରୁ ୧୮ ଯାଏଁ ବ୍ଲକ ଘେରାଉ କରିବ ବିଜେପି

ମନମୋହନ କହିଛନ୍ତି ଦୁର୍ନୀତି ଭ୍ରଷ୍ଟାଚାର ଓ ଅଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ରାଜ୍ୟର ଶାସନ ବ୍ୟବସ୍ଥା ଚାଲିଛି । ପଞ୍ଚାୟତଠାରୁ ବ୍ଲକ, ଜିଲ୍ଲା, ରାଜ୍ୟ ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତି ଚାଲିଛି । More

ଓଡ଼ିଶା ପାଇଲା ନୂଆ ରାଜ୍ୟପାଳ; ରାଜଭବନକୁ ମିଳିଲା ନୂଆ ଅଧିପତି

ଓଡ଼ିଶା ରାଜଭବନକୁ ମିଳିଲା ନୂଆ ଅଧିପତି । ବିଧିବଦ୍ଧ ଭାବେ ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ । More

IPS ସ୍ତରରେ ଅଦଳବଦଳ; ବ୍ରିଜେଶ ରାୟ ଅତିରିକ୍ତ ସିପି

ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । More

ସ୍ୱାମୀକୁ ତତଲା ତେଲ ଢାଳି ଜେଲରେ ଅଛି ସ୍ତ୍ରୀ; ହେଲେ ଫୋନ୍‌ରେ ଦେଉଛି ଧମକ

ଭଦ୍ରକ ସାବରଙ୍ଗ ଥାନା ଅଧିନ ଵେନ୍ତାନ ପଞ୍ଚାୟତ ଭଵାନୀଵିନ୍ଧା ଗାଁରେ ଘଟିଥିଲା ଏହି ଘଟଣା । ଗତ ଜୁଲାଇ ୧୪ ତାରିଖ ଶୁକ୍ରବାର ରାତି ୧୦.୨୦ ସମୟରେ ଚିତ୍କାର କରି ଉଠିଥିଲେ ପ୍ରଫୁଲ୍ଲ । More

ନିଜେ ଲୁଟିଥିଲେ ୩ଲକ୍ଷ ୩୩ ହଜାର; ଥାନାରେ କରିଥିଲେ ଅଭିଯୋଗ, ବାନ୍ଧିଲା ପୋଲିସ

TC କମ୍ପାନୀର ଜଣେ ଏଜେଣ୍ଟ ୩ଲକ୍ଷ ୩୩ ହଜାର ଟଙ୍କା ଆଦାୟ କରିଥିଲେ । ବ୍ୟାଙ୍କରେ ଟଙ୍କା ଜମା ନକରି ଗେମରେ ଟଙ୍କା ଉଡ଼ାଇ ଦେଇଥିଲେ । ଟଙ୍କା ଖର୍ଚ୍ଚ ହୋଇଯିବାରୁ ଲୁଟ ପ୍ଲାନ କରିଥିଲେ ଅଭିଯୁକ୍ତ । More

କନ୍ଦାଉଛି ପିଆଜ: ୮୦ ରେ କିଣି ୨୦ ଟଙ୍କାରେ ବିକିଲା ଛାତ୍ର କଂଗ୍ରେସ

ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ । More

୧୦ଟି ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ୩୦୦ ମଜୁରି

ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ । More

ପରୀକ୍ଷାକୁ ଡର, ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ଟିପ୍ସ

ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି । More

BREAKING NEWS : ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ରଘୁବର ଦାସ

ଶପଥ ନେଲେ ନୂଆ ରାଜ୍ୟପାଳ....ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ ଉପସ୍ଥିତ,,, More

Today Panchang 31st October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.

 ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ, ମଙ୍ଗଳବାର ଚନ୍ଦ୍ର- ବୃଷ ଅହୋରାତ୍ର । More

ଶିକାରୀଙ୍କ କବଜାରେ ଶିମିଳିପାଳ, ଧରିବାକୁ ସର୍ଚ୍ଚ ଅପରେସନ

ଶିମିଳିପାଳରେ ଥମୁନି ଶିକାର, ବିପଦରେ ବନ୍ୟ ଯନ୍ତୁ More

ଗାଁରେ ମାତିଛି ବାଘ, ଦୁଇ ଦିନରେ ଗଲାଣି ଦୁଇଟା ଜୀବନ

ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରେ ଆଜି ସକାଳୁ ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ । More

ଆଜି ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ଶପଥ ନେବେ ନବ ନିଯୁକ୍ତ ରାଜ୍ୟପାଳ ….ଦିନ ୧୧ଟା ୪୫ରେ ଶପଥ ଗହଣ ଉତ୍ସବ ....ଓଡିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ନେବେ ... More

ସାବତ ମାଆର ରାକ୍ଷସୀ ରୂପ ! ଗୋଟିଏ ବିସ୍କୁଟ ପାଇଁ ପିଲାଙ୍କୁ ମାରି ମାରି ଅଧା ମରା କରିଦେଲା...

ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। More

ନିର୍ବାଚନ ପୂର୍ବରୁ ଗୁରୁଦାୟିତ୍ୱ; କଣ ରହିବ ନୂଆ ରାଜ୍ୟପାଳଙ୍କ ପାଇଁ ଚ୍ୟାଲେଞ୍ଜ ?

ଗୁରୁଦାୟିତ୍ୱ ଗ୍ରହଣ ପୂର୍ବରୁ ଜଗତର ନାଥଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ। More

ଓଲିଉଡ୍ କଳିରେ କେବେ ଲାଗିବ ବିରାମ୍ ? ମନୋଜ ପଚାରିଲେ ବ୍ୟାନ୍‌ର କାରଣ..

ତୁଟିବ କ’ଣ, ତେଜିବାରେ ଲାଗିଛି ଓଲିଉଡ୍ କଳି। ବ୍ୟାନ୍ ଘୋଷିତ ଅଭିନେତା ମନୋଜ ମିଶ୍ର ନା ନରମୁଛନ୍ତି ନା ବ୍ୟାନ୍ ପ୍ରତ୍ୟାହାର ପାଇଁ ପ୍ରଯୋଜକ ରାଜି ହେଉଛନ୍ତି। More

ମନରୁ ଯାଇନି ବାହାନଗା ! ପୁଣି ଘଟିଲା ଦୁର୍ଘଟଣା, ଉଜୁଡ଼ିଗଲା ଅନେକ ପରିବାର

ଦ୍ରୁତ ଉଦ୍ଧାର ଓ ପୁନରୁଦ୍ଧାର ପାଇଁ ବଞ୍ଚିଗଲା ବହୁ ଜୀବନ । ଅପରାହ୍ନରେ ସ୍ବାଭାବିକ ହେଲା ଟ୍ରାକ୍ । More

ପୁଣି କାହିଁକି ଏତେ ବଡ଼ ଟ୍ରେନ୍ ଆକ୍ସିଡେଣ୍ଟ ? CPRO କହିଲେ ଯାନ୍ତ୍ରିକ ନୁହେଁ ମନୁଷ୍ୟକୃତ ଭୁଲ୍ !

ସିଗନାଲ ଓଭରସୁଟିଂରୁ ଟ୍ରେନକୁ ଟ୍ରେନ୍ ପିଟିଥିବା ସୂଚନା । ଆଲମଣ୍ଡାରେ ରେଲୱେ ସେଫଟି କମିଶନରଙ୍କ ତନାଘନା । More