ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୁସ୍ଚିତ ମାନସିକତା; ସ୍ୱାମୀ ପାଖରୁ ଟାଣିନେଲେ, ଗଣଦୁଷ୍କର୍ମ କଲେ

ଘଟଣା ଚାଞ୍ଚଲ୍ୟକର..ସଭ୍ୟ ସମାଜ ପାଇଁ ଅତି ଲଜ୍ଜାକର..ଆଗେ ସ୍ୱାମୀଙ୍କୁ ଦୁବୃର୍ତ୍ତ ମିଶି ନିସ୍ତୁକ ମାଡ଼ ମାରିଲେ। ପରେ ପତ୍ନୀଙ୍କୁ ଜଙ୍ଗଲକୁ ଟାଣି ନେଇ ଗଣଦୁଷ୍କର୍ମ କଲେ। More

ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ? More

କାଲି ଅବସର, ଆଜି ନିଯୁକ୍ତି : କ୍ୟାବିନେଟ୍‌ ରାଙ୍କ ଥିବାରୁ CSଙ୍କୁ ଦେଇପାରିବେ ନିର୍ଦ୍ଦେଶ

ସରକାର ଓ ରାଜନୀତିରେ ପାଣ୍ଡିଆନ୍‌ଙ୍କ ନୂଆ ରୂପାନ୍ତର ! ପ୍ରଶାସନରୁ ସିଧା ସରକାରକୁ ଲମ୍ବ ଡିଆଁ । ଆଉ ବ୍ୟାକ୍ ଡୋର ନୁହେଁ, ଏଣିକି ଫ୍ରଣ୍ଟଫୁଟରେ ବ୍ୟାଟିଂ। କାଲିଠୁ ଆଜି ଭିତରେ ରାଜ୍ୟ କ୍ଷମତା ଅଳିନ୍ଦରେ ବଡ଼ ପରିବର୍ତ୍ତନ। More

ମଣ୍ତପରେ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ଵତୀ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ପୂଜା ପାଉଛନ୍ତି ମା’ ନୀଳ ସରସ୍ୱତୀ । ମାଆଙ୍କ ବର୍ଣ୍ଣ ନୀଳ ରଙ୍ଗ । More

ବିଜୟା ଦଶମୀରେ ରାବଣପୋଡ଼ି; ରାଜଧାନୀର ବିରାଟ ଆୟୋଜନ

ପଟିଆ, ନୟାପଲ୍ଲୀ, ବରମୁଣ୍ଡା, ବରମୁଣ୍ଡା ଏବଂ ନହରକଣ୍ଟା ଆଦି ପୂଜା ମଣ୍ଡପରେ ରାବଣ ପୋଡି ଆୟୋଜନ କରାଯାଇଛି। More

ମିଳିଲାନି ମହାପ୍ରୟାଣ ଗାଡ଼ି; ୮ କି.ମି କାନ୍ଧରେ ବୁହା ହେଲା ଶବ

ଶବ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ କାନ୍ଧରେ ମୃତଦେହକୁ ବୋହିନେଲେ ପରିବାର ଲୋକେ। More

ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବାସନ୍ଦ

ଓଡ଼ିଶା ଫିଲ୍ମର ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ର ବାସନ୍ଦ। ତାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛନ୍ତି କିଛି ଫିଲ୍ମ ପ୍ରଯୋଜକ । More

‘ବିଜେପି-ବିଜେଡି ଏକ ଓ ପାଣ୍ଡିଆନ ସେମାନଙ୍କର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ’

ପିସିସି ସଭାପତି କହିଛନ୍ତି, ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି । More

ନୃଶଂସ ଭାବେ ମାରିଲେ, ସ୍ତ୍ରୀକୁ ନେଇ ଗଣଦୁଷ୍କର୍ମ କଲେ

ସ୍ବାମୀଙ୍କୁ ମାଡ଼ ମାରିଲେ, ସ୍ତ୍ରୀକୁ ଗଣଦୁଷ୍କର୍ମ କଲେ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦଶହରା ଛୁଟିରେ ସ୍ବାମୀଙ୍କ ସହ ବାଇକରେ ଘରକୁ ଫେରୁଥିଲେ ।  More

କାହିଁକି VRS ନେଲେ ପାଣ୍ଡିଆନ୍‌ ? ସାମ୍ନାକୁ ଆସିଲା ବଡ଼ ସୂଚନା...

ଭି.କେ. ପାଣ୍ଡିଆନ୍‌ଙ୍କ VRS ସମ୍ପର୍କରେ ବଡ଼ ସୂଚନା ସାମ୍ନାକୁ ଆସିଛି । କାହିଁକି VRS ନେଲେ ଏହାର କାରଣ ସମ୍ପର୍କରେ ଏହି ସୂଚନା ସାମ୍ନାକୁ ଆସିଛି । More

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା: ନରସିଂହ କହିଲେ- ‘କୌଣସି ବେଆଇନ୍‌ କାମ କି ଅସାମ୍ବିଧାନିକ କାମ ହୋଇନି’

ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ୍‌ ପାହ୍ୟା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଅନୁମାନ କରୁଥିଲି, ହେଲେ ଆଶ୍ଚର୍ଯ୍ୟଚକିତ ନୁହେଁ । ’ More

Panchang Today 24th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ  ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୪ ତାରିଖ  ମଙ୍ଗଳବାର । ଚନ୍ଦ୍ର- କୁମ୍ଭ ଅହୋରାତ୍ର । ତିଥି - ୧୦ମୀ ଦିବା ୦୩.୧୪ ଗତେ ୧୧ଶୀ । More

ସ୍ୱେଚ୍ଛାକଅତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି । More

କଟକରେ ଦୁର୍ଗାପୂଜା ଭସାଣି: ଆସିଲା ଟ୍ରାଫିକ କଟକଣା, ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ...

ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଲାଗୁ ହୋଇଥିବା କଟକଣା ଉଲ୍ଲଂଘନ କଲେ ୫୦୦ରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।  More

ହସ୍ପିଟାଲରେ ବନ୍ଧା ପଡ଼ିଛି ଭାଇର ଶବ, ମୃତଦେହ ଆଣିବା ପାଇଁ ଭିକ୍ଷା ମାଗୁଛନ୍ତି ଭଉଣୀ...

 ମୃତଦେହ ଗାଁକୁ ଆଣିବା ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି ମୃତକଙ୍କ ୩ ଭଉଣୀ । ଗାଁ ସାରା ବୁଲି ବୁଲି ଭିକ୍ଷା ମାଗୁଛନ୍ତି । More

ଆଜି ବିଜୟା ଦଶମୀ, ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼...

ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ସ୍ୱରୂପ ପାଳନ ହୋଇଥାଏ ଦଶହରା । ଏହି ଅବସରରେ ଆଜି ବିଭିନ୍ନ ପୂଜା ମଣ୍ଡପରେ ରାବଣ ପୋଡ଼ିର ଆୟୋଜନ ମଧ୍ୟ କରାଯାଇଛି । More

ଭୀଷଣ ବାତ୍ୟାରେ ପରିଣତ ହେଲା ‘ହାମୁନ୍’, କାଲି ସନ୍ଧ୍ୟାରେ ଲ୍ୟାଣ୍ଡ୍‌ଫଲ୍‌ କରିବ...

କାଲି ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳର ଖେପୁପଡ଼ା-ଚିଟ୍ଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆଉ ସେତେବଳକୁ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ସାରିଥିବ। More

VRS ନେଲେ ପାଣ୍ଡିଆନ୍‌... କଂଗ୍ରେସ କହିଲା, ସରିଲା କଳଙ୍କିତ ଅଧ୍ୟାୟ; ବିଜେପିର ପ୍ରତିକ୍ରିୟା ୨୪ ପାଇଁ ରାସ୍ତା ବନ୍ଦ

ପାଣ୍ଡିଆନଙ୍କ VRS ସହ ଏକ କଳଙ୍କିତ ଅଧ୍ୟାୟର ପରିସମାପ୍ତି ଘଟିଲା । ତାହା ସହ ବହୁ ବରିଷ୍ଠ IAS ଅଧିକାରୀଙ୍କର କଣ୍ଠରୋଧର ଅବସାନ ଘଟିଲା ବୋଲି କହିଛନ୍ତି ବିଜୟ । More

ରାସ୍ତା ନିର୍ମାଣ ପାଇଁ ଅବସରପ୍ରାପ୍ତ ଶିକ୍ଷକଙ୍କ ଅନଶନ; ହେଲେ ପ୍ରଶାସନ ରଖିଲାନି ପ୍ରତିକ୍ରିୟା

ଲାଲସିଂ ପଞ୍ଚାୟତରେ ଆଦର୍ଶ ମାର୍ଗ ରାସ୍ତା, ଅଙ୍ଗନବାଡି କେନ୍ଦ୍ର ଓ ରାମ ମନ୍ଦିର ଯିବା ରାସ୍ତା ଅତି ଶୋଚନୀୟ ସ୍ଥିତିରେ ରହିଛି । ଅଳିଆ ଆବର୍ଜନା ରାସ୍ତା କଡରେ ପଡୁଛି ଡ୍ରେନ ସବୁ ମୁକୁଳା ରହିଛି । ଫଳରେ ବର୍ଷା ହେଲେ ଡ୍ରେନ ପାଣି ରାସ୍ତାରେ ଜମିବା ସହ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । More

କେଉଁଠି ଅବିକଳ ଅଯୋଧ୍ୟାର ରାମମନ୍ଦିର ତ ଆଉ କେଉଁଠି କୋଏମ୍ବଟୁରର ଆଦିଯୋଗୀଙ୍କ ସୁଉଚ୍ଚ ପ୍ରତିମା !

ପେଣ୍ଡାଲ ବାହାରେ ଲାଗିଛି କୁନି ଝିଅଙ୍କ ମୁକୁଟ ପିନ୍ଧା ହସ ହସ ଫଟୋ । ଆଉ ପଶୁ ପଶୁ ଲେଖାଯାଇଛି ଚାଇ ନା ହୋତେ ଉମା । More

ଯୁବକଙ୍କ 420 ଦିମାଗ୍‌; ହାପ୍‌ ପ୍ୟାଣ୍ଟ ପିନ୍ଧି ଆସିଲେ, ଲୁଟିଲେ ନୂଆ ଜିନ୍ସ ଏବଂ ଟି-ସାର୍ଟ

ଯୁବକ ଜଣକ ଧରାପଡ଼ିଯିବା ପରେ ନିଜର ଭୁଲ ହୋଇଯାଇଛି ବୋଲି କହୁଛନ୍ତି । ନିଜର ଦୋଷ ମଧ୍ୟ ସ୍ୱୀକାର କରୁଛନ୍ତି । ହେଲେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସବକ୍‌ ଶିଖାଇଛନ୍ତି । More

ପୂଜା ପେଣ୍ଡାଲରେ ମାତିଛନ୍ତି କୁନି ଲୁଟେରା ! ୨୦ରୁ ଅଧିକ ମଣ୍ଡପରେ ପକେଟ୍‌ମାର...

ବିହାରୀ ଓ ଝାଡଖଣ୍ଡି ଗ୍ୟାଙ୍ଗର ୨୬ ଅଟକ । ଛୋଟ ପିଲାଙ୍କ ସହ ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ । More