ସଂକ୍ଷେପରେ ଆଜିର ତାଜା ଖବର - Thursday, 12 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Mid-Day Meal ରୁ ଅଣ୍ତା ଖାଇଲା କିଏ ?

ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ More

ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଘୋଷଣା; ବିଜେଡି ପଦଯାତ୍ରା ପାଲଟିଛି କି ପ୍ରାର୍ଥୀ ଘୋଷଣାର ପ୍ଲାଟଫର୍ମ ?

ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । More

ବିଜେପିକୁ ଚେକ୍ ଦେବାର ଷ୍ଟ୍ରାଟେଜି ! ୨୪ ନିର୍ବାଚନରେ ପୁରୀରୁ ଲଢ଼ିବେ କି ନବୀନ ?

ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା । More

ଦିନରେ ମେ' ମାସର ଖରା, ସଂଜ ନଇଁଲେ ଗୁଳିଗୁଳି, ଅକ୍ଟୋବର ୨ୟ ସପ୍ତାହରେ ୩୫ ଡିଗ୍ରୀ ତାପମାତ୍ରା

ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି। More

ଆମ ଓଡ଼ିଶା, ନବୀନ ଓଡ଼ିଶା’ ପରେ ‘ଲକ୍ଷ୍ମୀ’ ବସ୍, ଉଭୟରେ ଶଙ୍ଖଚିହ୍ନର ବ୍ୟବହାରକୁ ନେଇ ବିବାଦ

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍। More

ପୁରୀରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ: ଜୟନ୍ତ ଷଡ଼ଙ୍ଗୀ

‘ମୋଦି ପୁରୀରୁ ଲୋକସଭା ଲଢ଼ିବେ ବୋଲି ଶୁଣିଛି। ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ, ନବୀନ ବିଧାନସଭା ଲଢ଼ନ୍ତୁ। ଉଭୟ ଲଢ଼ିଲେ ଜୋରଦାର ଲଢ଼େଇ ହେବ ବୋଲି କହିଛନ୍ତି ଜୟନ୍ତ ଷଡ଼ଙ୍ଗୀ। More

ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ି‍ବେ ନବୀନ ?

୧୯ ନିର୍ବାଚନରେ ନବୀନ ଗଂଜାମର ହିଞ୍ଜିଳିକାଟୁ ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଗତ କିଛି ବର୍ଷ ହେବ ବିଜେଡି ସରକାରର ଫୋକସରେ ରହି ଆସିଛି ପୁରୀ। More

ନିତ୍ୟାନନ୍ଦ ସାହୁ ନୁହଁନ୍ତି, ବସ୍ତାରୁ ଲଢ଼ିବେ ସୁବାସିନୀ ଜେନା: ଅଶ୍ୱିନୀ ପାତ୍ର

ଗତକାଲି ବସ୍ତା ନିର୍ବାଚନମଣ୍ଡଳୀର ଚନ୍ଦନ ପଡ଼ିଆରେ ବିଜେଡି ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ଓ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ। More

୪ ବର୍ଷ ପୁଅକୁ ମାରି ଟାଙ୍ଗିଦେଲା ବାପା !

ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। More

ଦିଲ୍ଲୀ ଯିବେ ୨୨ ଜଣିଆ ବିଜେପି ବିଧାୟକ ଦଳ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କୁ ଭେଟିବା କାର୍ଯ୍ୟକ୍ରମ

ଏହା ପରେ ବିଜେପି ବିଧାୟକ ଦଳ ରେଳମନ୍ତ୍ରୀ ଓ ଏସିଏସଟି ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବଢୁଥିବା ଦୁର୍ନୀତି ନେଇ ଇଡି ଓ ସିବିଆଇ ତଦନ୍ତ ନେଇ ବି ଆଲୋଚନା ହେବ ବୋଲି କହିଛନ୍ତି ଜୟନାରାୟଣ। More

ରାଜ୍ୟରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ

ମାଲକାନଗିରିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ...ମାଲକାନଗିରି ଜିଲ୍ଲାରେ ଗଡ଼ିଲା ୩୬ଟି ଲକ୍ଷ୍ମୀ ବସ୍..ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା More

ହସ୍ପିଟାଲ୍‌ରେ ଗୁଣ୍ଡାରାଜ: ସିକ୍ୟୁରିଟି ଗାର୍ଡଙ୍କ ଠୁ ଆରମ୍ଭ କରି ନର୍ସ..ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ଦୁର୍ବୃତ୍ତଙ୍କ ଆକ୍ରମଣ ଯୋଗୁ ହସ୍ପିଟାଲ୍‌ରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । More

ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ହତ୍ୟା, ଫୋନ୍‌ରେ କଥା ହେଉଥିବା ବେଳେ ମୁଣ୍ଡକୁ ପିଟି ମାରିଦେଲେ !

ଶିଶୁ କଲ୍ୟାଣ କମିଟି ସଦସ୍ୟ ସୌଦାମିନୀ ରଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଫୋନ୍‌ରେ କଥା ହେଉଥିବା ବେଳେ ପଛପଟୁ ମୁଣ୍ଡକୁ ପିଟି ପିଟି ମାରିଦେଲେ। More

ମତିଆବିନ୍ଦୁ କହି ଅପରେସନ୍‌ କରିଦେଲେ ଡାକ୍ତର, ଅସ୍ତ୍ରୋପଚାର ପରେ ସବୁ ଅନ୍ଧାର

ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାରୁ । ସହରାଞ୍ଚଳ ୧୬ନଂ ଜାତୀୟ ରାଜପଥ ଡାହାଣୀ ଗଡିଆ ନିକଟରେ ଥ‌ିବା ଏକ ଘରୋଇ ହସ୍ପିଟାଲରେ ଘଟିଛି ଏଭଳି ଘଟଣା । ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବରିଷ୍ଠ ଚକ୍ଷୁରୋଗୀଙ୍କ ଅପରେସନ ହୋଇଥିଲା । More

ଅପରେସନ୍‌ ପରେ ଦୃଷ୍ଟିଶକ୍ତି ହରାଇଲେ ୬ ବରିଷ୍ଠ ନାଗରିକ

ମୋତିଆବିନ୍ଦୁର ସଫଳ ଅପରେସନ କରାଇ ପୁଣିଥରେ ଭଲ ଭାବରେ ସବୁକିଛି ଦିଶିବ ବୋଲି ଆଶା କରିଥିଲେ। ହେଲେ ଭଲ କ’ଣ ହେବେ ଓଲଟା ଦୃଷ୍ଟିଶକ୍ତି ହରାଇଲେ। More

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ଡ୍ରେନ୍‌କୁ ନେଇ ହାଇକୋର୍ଟ କ୍ଷୁବ୍ଧ

କଟକ ସହରର ରାସ୍ତା ଓ ଡ୍ରେନ୍ ନିର୍ମାଣ ସହ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିଜ ଇଚ୍ଛା ଅନୁସାରେ ସମୟ ସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି ହାଇକୋର୍ଟ ସଫା ସଫା ଶୁଣାଇଛନ୍ତି।  More

ଓଡ଼ିଆ ସଙ୍ଗୀତ ଜଗତର ବାଦ୍‌ଶାହ ଅକ୍ଷୟ ମହାନ୍ତିଙ୍କ ଆଜି ଜନ୍ମ ଜୟନ୍ତୀ

ଅକ୍ଷୟ ମହାନ୍ତି, ଓଡିଆ ସଙ୍ଗୀତ ଜଗତର ମଉଡ଼ମଣି, ନେମ୍‌ ଆଉ ଫେମ୍‌ ଯାହାଙ୍କଠାରୁ ସୃଷ୍ଟି ସଙ୍ଗୀତ, କବିତା ଗଳ୍ପ କି ଉପନ୍ୟାସ ସବୁଥିରେ ସେ ଥିଲେ ମାହିର, ସେ ଥିଲେ ଏକଲବ୍ୟ। More

Today Panchang 12 October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ସିଂହ ସନ୍ଧ୍ୟା ୦୬.୧୬ ଗତେ କନ୍ୟା । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ ଅଶୁଭ More

କୁକୁର ପାଇଁ ସ୍ମୃତିସଭା, ମାଲିକ ଦେଲେ ବ୍ରାହ୍ମଣ ଭୋଜନ

୨୦୧୧ ଜାନୁୟାରୀ ୨୭ ତାରିଖ । ୧୨ ବର୍ଷ ତଳର କଥା । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏହି କୁକୁରକୁ ଛୁଆ ଅବସ୍ଥାରେ ଆଣିଥିଲେ ବ୍ୟବସାୟୀ ଚନ୍ଦ୍ରଶେଖର । ସ୍ନେହ ସରାଗ ଦେଇ ବଢ଼ାଇଲେ, ଆପଣାର କଲେ । ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା । ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା । More

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍; ସମସ୍ତେ ଆଶ୍ଚର୍ଯ୍ୟ, କିଏ ଉଡ଼ାଇଲା ଟଙ୍କା ?

ରିଜର୍ଭ ବ୍ୟାଙ୍କ ସାମ୍ନାରେ ଉଡ଼ିଲା ନୋଟ୍ । ଟଙ୍କା ଉଡ଼ୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସଭିଙ୍କ ମନରେ ପ୍ରଶ୍ନ, କିଏ ଉଡ଼ାଇଲା ଟଙ୍କା ? କାହିଁକି ଉଡ଼ାଇଲା ? ବାସ୍ତବ କଥା ହେଉଛି, RBI ସମ୍ମୁଖରେ ଉଡ଼ୁଥିବା ଏ ନୋଟ୍ ସବୁ ହେଉଛି ଚିରା ଫଟା ନୋଟ୍ । More

ଯୁଦ୍ଧ ପରଠୁ ଧାଏଁ ଧାଏଁ ବଢିଲାଣି ସୁନା ଦର, ୪ ଦିନରେ ଦଶଗ୍ରାମ ପିଛା ୧୪ ଶହ ଟଙ୍କା ବୃଦ୍ଧି

ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି। More

ସତ୍ୟର ଜୟ, ହାରିଗଲା ଷଡ଼ଯନ୍ତ୍ର, ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ। More

ମହିଳା ଭୋଟ୍ ପାଇଁ ନବୀନ ସରକାରଙ୍କ ଆଉ ଏକ ଥୋପ ! ଲଞ୍ଚ ହେଲା ମିଶନ୍ ଶକ୍ତି ସ୍କୁଟର ଯୋଜନା

କାଲି ଆସିଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା । ଆଜି ଲଂଚ୍ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା । ନିର୍ବାଚନ ପାଖଉଥିବା ବେଳେ ସବୁ ବର୍ଗକୁ ଖୁସ୍ କରିବାକୁ ନବୀନ ସରକାରର ଆଉ ଏକ ଥୋପ । More