/odishatv-khabar/media/post_attachments/uploadimage/library/16_9/16_9_0/Murder_1697107379.jpg)
Murder
ଜନ୍ମଦାତା ସାଜିଲା ହତ୍ୟାକାରୀ । ୪ ବର୍ଷର ପୁଅକୁ ମାରି ଝୁଲାଇ ଦେଲା ବାପା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରୁ। ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଅକୁ ହତ୍ୟା କରି ବାପା ବୁଦ୍ଧେଶବର ସିଂ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
Advertisment
#୪_ବର୍ଷ_ପୁଅକୁ_ମାରି_ଟାଙ୍ଗିଦେଲା_ବାପା !
ରାଉରକେଲା: ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର । ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଅଭାବନୀୟ ଘଟଣା । ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ । #Rourkela#Odisha#OTVpic.twitter.com/UNrxIbTROR— ଓଟିଭି (@otvkhabar) October 12, 2023
ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ବାପାକୁ ଅଟକ ରଖିଥିଲେ ଗ୍ରାମବାସୀ। ପତି-ପତ୍ନୀଙ୍କ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ପୋଲିସ ପହଞ୍ଚି ଏହି ମାମଲାର ତଦନ୍ତ କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)