ସଂକ୍ଷେପରେ ଆଜିର ତାଜା ଖବର - Wednesday, 16 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

୨ ଦିନିଆ ଗସ୍ତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ More

ଫେବ୍ରୁଆରୀ ୧୪ରେ ଯୁକ୍ତ ଦୁଇ ପରୀକ୍ଷା, ଜାନୁଆରୀରେ ପ୍ରାକ୍ଟିକାଲ

ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ ପରୀକ୍ଷା । CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଏନେଇ ଉଲ୍ଲେଖ କରାଯାଇଛି । More

ଡରାଇଲାଣି ଡେଙ୍ଗୁ ! ଯେତେ ଚେଷ୍ଟା କଲେ ବି ଥମିବାର ନାଁ ଧରୁନି

କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।  More

୧୮ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୨ ଲକ୍ଷ ପର୍ଯ୍ୟନ୍ତ ଋଣ

ପିଏମ୍ ବିଶ୍ୱକର୍ମା ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ । ପୂର୍ବରୁ ୫୦ ଶ୍ରମିକ ବର୍ଗଙ୍କ ପାଇଁ ରାଜ୍ୟ ଆଣିଛି ଯୋଜନା । More

ସରକାରଙ୍କ ବିରୋଧରେ ଗର୍ଜିଲେ ୧୦ ହଜାରରୁ ଅଧିକ ଶିକ୍ଷକ

ଲୋୟର ପିଏମଜିରେ ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ବିକ୍ଷୋଭ । ସ୍କୁଲରେ ପାଠପଢ଼ା ପ୍ରଭାବିତ । More

ପୁଣି ଚର୍ଚ୍ଚାରେ ସାପ ବିଷ ବେପାର, ୨୯ ପାଡ଼ିରୁ ୨୯ ନାଗ ଉଦ୍ଧାର !

୩ ଜଣଙ୍କୁ ଗିରଫ କଲା ବାଲେଶ୍ୱର ବନ ବିଭାଗ । ବଡ଼ ଧରଣର ସାପ ବିଷ ରାକେଟ୍ କାମ କରୁଥିବା ସନ୍ଦେହ । More

ଭୁବନେଶ୍ୱର ମେଟ୍ରୋର DPR ପ୍ରଦାନ କଲା DMRC

ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍‌ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ । More

‘ଭୋଟ୍ ଦେଇଛୁ ଶଙ୍ଖରେ ଚାଲୁଛୁ ଜଙ୍ଘେ ପଙ୍କରେ’

ଜନତା ପଚାରିଛନ୍ତି ମହଙ୍ଗା ପ୍ରଶ୍ନ- ଆମ ଭୋଟ୍ ର କଣ ମୂଲ୍ୟ ନାହିଁ ? ଦେଶ ପାଳୁଛି ଆଜାଦିର ଅମୃତ ମହୋତ୍ସବ । ସବୁ ଗାଁରେ ପକ୍କା ରାସ୍ତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଠି ଲୋକଙ୍କ ଭାଗ୍ୟରେ ବହଳ କାଦୁଅ... More

ସାଇକେଲ ବୁଲାଇଲା ଚାରିଧାମ

ସାଇକେଲ ବୁଲାଇଲା ଚାରିଧାମ । ଚାରିଧାନ ଭ୍ରମଣ ସାରି 83 ଦିନ ପରେ ଫେରିଲେ । ସାଇକେଲରେ 9340 କିଲୋମିଟର ଯାତ୍ରା କରି ଗାଁକୁ ଫେରିବା ପରେ ପାଛୋଟି ନେଲେ ଗ୍ରାମବାସୀ More

ଉଠା ଦୋକାନୀ-ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି କଳି

ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ ହେଲେ ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ । More

ବର୍ଷା ଅଭାବ ! ଶ୍ରାବଣରେ ଜମି ଫାଟି ଆଁ, ଚିତ୍କାର କରୁଛି ଚାଷୀ

ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି। More

ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ହୁଙ୍କାର !

ବିଜେଡି ସରକାରଙ୍କ ଏସବୁ ନୀତି ଓ କାର୍ଯ୍ୟକାରିତ ନେଇ କଂଗ୍ରେସ ଲୋକଙ୍କୁ ସଚେତନ କରିବ ବୋଲି କହିଛି। ପିସି କାରବାର ବନ୍ଦ, ବିଦ୍ୟୁତ ଦର ପ୍ରତ୍ୟାହାର ଭଳି ୯ ଦପା ଦାବି ନେଇ କଗ୍ରେସ ୩୧୪ ବ୍ଲକ ଘେରିବ ବୋଲି କହିଛି । More

ନ୍ୟାସନାଲ୍ ଚାର୍ଟାଡ୍ କନଫରେନସ୍‌ ପାଇଁ ଓଡ଼ିଶା ଆସୁଛନ୍ତି ସୀତାରମଣ

ଆସନ୍ତାକାଲି ସଂଧ୍ୟାରେ ଭୁବନେଶ୍ୱରରେ ୨୦ତମ ନ୍ୟାସନାଲ୍ ଚାର୍ଟାଡ୍ ଆକାଉଣ୍ଟ କନଫରେନସ୍ ରେ ଯୋଗଦେଇ ବକ୍ତବ୍ୟ ରଖିବୋ ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ CA ଉପସ୍ଥିତ ରହିବେ । More

ଧରାପଡ଼ିଲା ସାପ ବିଷ ରାକେଟ୍ : ୨୯ ନାଗ ସାପ ଉଦ୍ଧାର, ୩ ଜଣ ଗିରଫ

ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ବନ ବିଭାଗ,ରାଜ୍ୟ ବାହାରକୁ ଲମ୍ବିଛି ରାକେଟର ଚେର More

ମଦ୍ୟପଙ୍କୁ ବସଉଠ୍‌ କରାଇଲେ ସାଂସଦ ପ୍ରତାପ ଷଡଙ୍ଗୀ

ନୀଳଗିରିରେ ନିର୍ମାଣ ନୂତନ ରେଲ୍‌ୱେ ଷ୍ଟେସନ ନିକଟରେ ଚୋରା ମଦ କାରବାର ବେପାରୀଙ୍କ ଆଡ଼ାସ୍ଥଳ ପାଲଟିଥିବା ବେଳେ ପ୍ରତାପ ଷଡଙ୍ଗୀ ଖବରପାଇ ହଠାତ୍‌ ସେଠାରେ ପହଞ୍ଚିଥିଲେ। More

ରାଜଧାନୀରେ ଗର୍ଜିଲେ ଶିକ୍ଷକ

ପେନସନ ଓ ଚାକିରିରେ ସର୍ତ୍ତାବଳୀ ନେଇ ଆଜିଠାରୁ ତିନି ଦିନ ଯାଏ ଅହୋରାତ୍ର ଧାରଣା ... More

ରହସ୍ୟ ଘେରରେ ନାବାଳିକାଙ୍କ ମୃତ୍ୟୁ: ଭାଇରାଲ୍‌ ହେଉଛି ବିଜେଡି ନେତାଙ୍କ ଟଙ୍କା ମାଗିବାର ଅଡିଓ...

ମାହାଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଅଡିଓ ଏବଂ ଏକ ଚିଠି ଭାଇରାଲ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଶିକ୍ଷକଙ୍କ ସହ ପ୍ରେମ ଜନିତ କାରଣରୁ ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। More

୧୮ ବେଳକୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା

ଆସନ୍ତା ୧୮ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।  More

ବାନ୍ଧବୀ ସାଜିଲା ବଇରୀ: ଭାଇରାଲ୍‌ କଲା ଲୁଗା ପିନ୍ଧେଇବାର ଫଟୋ...

ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି। More

ଆଜିଠୁ ପୁଣି ଭିଜାଇବ ବର୍ଷା ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଗତ କିଛି ଦିନ ଧରି ଶୁଖିଲା ପାଗ ରହି ଥିବାବେଳେ ଆଜିଠୁ ପୁଣି ଥରେ ବର୍ଷା ଆରମ୍ଭ ହୋଇପାରେ। ଆଜି ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରୋ More

ସ୍ତ୍ରୀର ପ୍ରେମିକ ଉପରେ ରାଗ ଶୁଝାଇଲା ସ୍ୱାମୀ, ଗାଁକୁ ଆସିଥିବା ବେଳେ ଫାୟାରିଂ ଉପରେ ଫାୟରିଂ...

ସ୍ତ୍ରୀର ପ୍ରେମିକକୁ ଗୁଳି କଲା ସ୍ୱାମୀ। ମହିଳା ଜଣକ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ରହୁଥିଲେ।  More

ମହିଳାଙ୍କୁ ଟାଣି ନେଲା କୁମ୍ଭୀର, ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ ଅଭାବନୀୟ ଘଟଣା...

ମହିଳାଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣକ ବିରୁପା ନଦୀରେ ଲୁଗା ଧୋଉଥିବା ବେଳେ କୁମ୍ଭୀର ତାଙ୍କୁ ଟାଣି ନେଇଥିବା ଜଣାପଡ଼ିଛି।  More

Today Panchang 16th August 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ବୁଧବାର । ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ... More

ଅସ୍ତିତ୍ୱ ହରାଇବନି ତ ଶ୍ରୀକ୍ଷେତ୍ର ପୁରୀର ଅଠରନଳା ?

ଦଳ ଭର୍ତ୍ତୀ..ପଚା ପାଣି..ପୁରୀର ପ୍ରବେଶ ପଥ ଅଠରନଳାର ଏ କି ଅବସ୍ଥା ? ଜଗନ୍ନାଥ ଧାମର ଅନ୍ୟତମ ପରିଚୟ ସ୍ଥଳରେ ଚାଲିଛି କି ପ୍ରକାର ସୌନ୍ଦର୍ଯ୍ୟକରଣ ? More

ପିଲାଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ !

ଶିକ୍ଷାନୁଷ୍ଠାନ ମାନ ବଢାଇବାକୁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି । ଲେକଚରଙ୍କ ବିରୋଧରେ ବଢ଼ୁଛି ପିଲାଙ୍କ ନକରାତ୍ମକ ଫିଡ୍ ବ୍ୟାକ୍ । More

ବିପଦରେ ନାଟମଣ୍ଡପ ! କେତେବେଳେ କ’ଣ ହେବ କିଛି କହି ହେବ ନାହିଁ...

ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ । More

ବଦଳିଲା ଷ୍ଟ୍ରାଟେଜୀ ! ଆଉ କେନ୍ଦ୍ର ଅବହେଳା ନୁହେଁ, କେବଳ ସ୍କିମ୍ ଆଣିବ ଭୋଟ

ଏଣିକି କେନ୍ଦ୍ର ଅବହେଳା ନୁହେଁ, ବିକାଶର ବାର୍ତ୍ତା ନେଇ ଲଢ଼ିବ ଦଳ । ଚାଷୀ, ଯୁବ, ମହିଳା, ଜନଜାତି ଭଳି ସବୁ ବର୍ଗଙ୍କୁ ଫୋକସ୍ । More

ଆଉ ଯିବାକୁ ପଡ଼ିବନି RTO ଅଫିସ୍; ଘରେ ବସି ପାଇପାରିବେ ଲର୍ଣ୍ଣିଂ ଲାଇସେନ୍ସ

ଘରେ ବସି ଅନଲାଇନରେ ପରୀକ୍ଷା ଦେଇ ହାତେଇ ପାରିବେ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ। ବଦଳାଇ ପାରିବେ ଗାଡ଼ିର ମାଲିକାନାସ୍ୱତ୍ୱ। କାରଣ ଭିଜିଟଲେସ୍ ହେବ ରାଜ୍ୟର ପରିବହନ ସମ୍ପର୍କିତ ସେବା। More