ସଂକ୍ଷେପରେ ଆଜିର ତାଜା ଖବର - Wednesday, 21 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଷ୍ଟ୍ରାଇକରେ ବନ କର୍ମଚାରୀ, ଜନବସତି ମୁହାଁ ବଣୁଆ ହାତୀ

ଅନୁଗୁଳରେ ହାତୀ ଆକ୍ରମଣରେ ଦୁଇ ମୃତ। ସମ୍ବଲପୁରରେ ବି ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ଆଉ ଭୁବନେଶ୍ୱରରେ ହାତୀଙ୍କ ଉପଦ୍ରବ। ବନ କର୍ମଚାରୀଙ୍କ ନୋ ପାଟ୍ରୋଲିଂ ଡାକରା ପରେ ଲଗାତାର ୩ ଦିନ ଧରି ସାମ୍ନାକୁ ଆସିଛି ଏଭଳି ଘଟଣା। More

ଗଞ୍ଜାମ ଧରାକୋଟ, ଯାଜପୁର ଗଡ଼ ମଧୁପୁରରେ ରାଣୀଙ୍କ ରଥଯାତ୍ରା

ଯାଜପୁର ଧର୍ମଶାଳା ବ୍ଲକ ଗଡ଼ ମଧୁପୁରରେ ଛେରା ପହଁରା କରିଛନ୍ତି ରାଜଜେମା ଅପର୍ଣ୍ଣା ଧିରସିଂ। ଗତ ୧୫ ବର୍ଷ ଧରି ସେ ଛେରା ପହଁରା କରୁଛନ୍ତିା More

ବାହାନଗା ହାଇସ୍କୁଲରେ ହୋମଯଜ୍ଞ, ନୂଆ ଶ୍ରେଣୀଗୃହରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା। More

ଘୋଷଯାତ୍ରାର ଦ୍ୱିତୀୟ ଦିନରେ ବି କମ୍ପିଲା ବଡ଼ଦାଣ୍ଡ; ଅଧାବାଟରୁ ଦର୍ପଦଳନ ଓ ନନ୍ଦିଘୋଷକୁ ଟାଣିନେଲେ ଶ୍ରଦ୍ଧାଳୁ

ଆଖି ମିଶିଲା, ମନ ପୁରିଲା। ଆଷାଢ଼ ଶୁକ୍ଲ ଦ୍ବିତୀୟା ତିଥି ନହୋଇ ବି ପୁରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ଟାଣିବାର ସୌଭାଗ୍ୟ ଜୁଟିଲା। କାଲି ଘୋଷଯାତ୍ରାରେ ଗୁଣ୍ଡିଚା ମନ୍ଦିର ଆସିବା ବେଳେ ଅଧାବାଟରେ ଅଟକି ରହିଥିବା ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଆଜି ପୁଣି ଭକ୍ତି ଭାବରେ ଟାଣି ନେଇଛନ୍ତି ଭକ୍ତ। More

ସରକାରଙ୍କ ପୋଲ ଖୋଲିଦେଲା ଗ୍ରୀଡ୍‌କୋ ! ବଳକା ନୁହେଁ, ପାଉନି ବୋଲି କଟୁଛି ଲାଇନ୍

ବଳକା ନୁହେଁ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ନିଅଣ୍ଟିଆ । ଟ୍ରିପ୍ ନୁହଁ, ପିକ୍ ଆୱାରରେ ସଟେଜରୁ ହେଉଛି ବିଦ୍ୟୁତ୍ କାଟ୍ । More

ସମଦୂରତା ନାଁରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ?

ବିଜେପି ସହ ବିଜେଡି ଥିବା ନେଇ ଟିଏମ୍ସିର ଅଭିଯୋଗ । ଡେରିକ ଓ'ବ୍ରାଏନ୍‌ଙ୍କ ଅଭିଯୋଗ ପରେ ତେଜିଲା ରାଜନୀତି । More

କାହିଁକି ଗତକାଲି ଶରଧାବାଲିରେ ଲାଗିଲାନି ତିନିରଥ ?

ସଂଧ୍ୟା ପରେ, ରାତି ୮ଟା ପରଯାଏଁ ରଥ ଟଣା ଯିବା ପରେ ବି ବଳଭଦ୍ରଙ୍କ ତାଳଧ୍ବଜକୁ ଛାଡ଼ି କାହିଁକି ଗୁଣ୍ଡିଚା ମନ୍ଦିର ପହଞ୍ଚି ପାରିଲାନି ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ? କେଉଁଠି ରହିଲା ସମସ୍ୟା ? More

ଯୌନ ଶୋଷଣ ମାମଲା: ସିଙ୍ଗର ସୌରିନ ଭଟ୍ଟଙ୍କୁ ଧରିବାକୁ କୋଲକତା ଗଲା କମିଶନରେଟ ପୋଲିସ

ଏତଲା ପରଠାରୁ ବାୟବ ଅଛନ୍ତି ଗାୟକ ସୌରୀନ ଭଟ୍ଟ । ସୌରୀନଙ୍କ କୋଲକାତା ସ୍ଥିତ ଘରକୁ ଯିବ ପୋଲିସ । More

କଟକରେ ବି ଏମିତି ସ୍ଥିତି ! ଟ୍ରଲିରେ ବୁହାହେଲା ଶବ

ଏଠି ପ୍ରଶ୍ନ ଉଠୁଛି, ଶବ ପଡି ରହିଥିବା ବେଳେ ପ୍ରଶାସନିକ ସ୍ତରରେ ଏହାର ସତ୍କାର କରାଗଲାନି କାହିଁକି ।  More

ଅଘୋଷିତ ବିଦ୍ୟୁତକାଟକୁ ବିରୋେଧ, ବିଦ୍ୟୁତ ବିଭାଗ ଅଫିସକୁ ଅଣ୍ଡାମାଡ଼

ବିଦ୍ୟୁତ ବିଭାଗ ଅଫିସ ଉପରକୁ କଲେ ଅଣ୍ଡା ଓ ଟମାଟ ମାଡ଼ । ଆସନ୍ତା ୨୭ରେ ସବୁ ଜିଲ୍ଲାରେ ବିଦ୍ୟୁତ୍ ଅଫିସ୍ ଘେରିବ କଂଗ୍ରେସ । More

ସାଲବେଗ, ବନ୍ଧୁ ମହାନ୍ତିଙ୍କୁ ମହାପ୍ରଭୁଙ୍କ ଅପେକ୍ଷା !

ପୁରୀ ରଥଯାତ୍ରାରେ ଗତକାଲି ତିନି ଦିଅଁଙ୍କ ରଥ ଶରଧାବାଲିରେ ପହଞ୍ଚି ନ ପାରିବା ପ୍ରସଙ୍ଗରେ ରଂଜନ ଦାଶ ଏହି ଥିଓରିର ଅବତାରଣା କରିଛନ୍ତି। More

ରଥଯାତ୍ରା: ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ

କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ତାହା ସ୍ପଷ୍ଟ କରିନି ପ୍ରଶାସନ । More

ଗାଁରେ ବୁଲୁଛନ୍ତି ଜଙ୍ଗଲୀ ହାତୀ; କେଉଁଠି ଲୋକଙ୍କୁ ମାରିଲେଣି ତ କେଉଁଠି ଘର ଦ୍ୱାର ଭାଙ୍ଗିଲେଣି

ସମ୍ବଲପୁର ଏବଂ ଅନୁଗୁଳର ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ । More

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର More

ନୂଆ ଘର ନିର୍ମାଣ ପରେ ଖୋଲିଲା ବାହନଗା ସ୍କୁଲ

ଦୀର୍ଘ ୭ ଦଶନ୍ଧିର ଶିକ୍ଷାନୁଷ୍ଠାନ ନେଇଛି ନୂଆ ରୂପ । More

Today Panchang 21st June 2023: ଜାଣନ୍ତୁ ଆଜିର ଘାତ ଚନ୍ଦ୍ର ଓ ବାର, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ କାର୍ଯ୍ୟ...

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୧ ତାରିଖ, ବୁଧବାର। ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରକୁ ଆଣନ୍ତୁ ନୂତନ ଦ୍ରବ୍ୟ More

ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା

କାଲି ବଡ଼ଦାଣ୍ଡରେ ଅଟକିଥିଲା ୨ ରଥ, ଆଜି ପୁଣି ଟାଣି ନେଉଛନ୍ତି ଭକ୍ତ More

ଅଟକିଲେ ଦେବଦଳନ ଓ ନନ୍ଦିଘୋଷ, କାଲି ପୁଣି ଟଣାହେବ ରଥ

ଭକ୍ତମାନେ ଆସନ୍ତାକାଲି ମଧ୍ୟ ରଥଟଣାର ସୁଯୋଗ ପାଇବେ। ଏହାସହ କାଲି ମଧ୍ୟ ଶରଧାବାଲିରେ ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ ଭକ୍ତ। More

ସିବିଆଇକୁ ମିଳିଛି କି ଗୁରୁତ୍ୱପୂର୍ଣ୍ଣ ସୁରାଗ ? ସିଗନାଲ JE ଅମୀର ଖାନଙ୍କୁ ୬ ଘଣ୍ଟାର ଜେରା

ଦୁର୍ଘଟଣା ପଛରେ ରହିଛି କି କାହା ଷଡ଼ଯନ୍ତ୍ର? କାରଣ ପୁଣି ଆକ୍ଟିଭ୍ ମୋଡ୍‌ରେ ସିବିଆଇ। ଏଥର ସ୍କାନରରେ ସୋର ରେଲୱେ ସେକ୍ସନର ସିଗନାଲ୍ ଜେଇ ଅମୀର ଖାନ୍ । More

ବଡ଼ଦାଣ୍ତରେ ଏକାକାର ଭକ୍ତ ଆଉ ଭଗବାନ; ଚକାଆଖିରେ ଆଖି ମିଶାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦିଅଁ । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନା କେହି ବି ଏହି ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି । More

ଆଜି ସବୁଆଡ଼େ ଜଗନ୍ନାଥମୟ; ଭକ୍ତ ଆଉ ଭଗବାନଙ୍କ ମିଳନରେ କମ୍ପିଲା ସାରା ଜଗତ

ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ଭକ୍ତି ଭାବର ସହିତ ରଥ ଟଣା ଯାଇଛି । More

ବିଜେପିର ଫୋକସ ଓଡ଼ିଶା, ୨୨ରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ଜେ.ପି.ନଡ୍ଡା

ଆସନ୍ତା ୨୩ରେ କଳାହାଣ୍ଡିରେ ବିଶାଳ ସମାବେଶ । ଓଡ଼ିଶା ଆସୁଥିବା ନଡ୍ଡାଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର । More