ସଂକ୍ଷେପରେ ଆଜିର ତାଜା ଖବର - Thursday, 11 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁଇ ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କ ହୃଦୟଭରା କାହାଣୀ: ପିଲାଙ୍କ ପାଇଁ ଯେବେ ମାଟି ହାଣନ୍ତି ବାପା-ମାଆ

ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ । More

ଛାତ୍ରଛାତ୍ରୀଙ୍କ ବଡ଼ ଦ୍ୱନ୍ଦ୍ୱ!! ଖଲିକୋଟ ସ୍ୱୟଂଶାସିତ କଲେଜ ନା ଖଲିକୋଟ ବିଶ୍ୱବିଦ୍ୟାଳୟ ?

ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍‌ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ ଅଛି । More

ଗରିବଙ୍କ ଚାଉଳ ଚଳୁ କରିଦେଲେ ସରକାରୀ ବାବୁ

ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ । More

ସାବଧାନ ! ଟ୍ରେଡିଂ କରୁଥିଲେ ସତର୍କ ହୁଅନ୍ତୁ, ଆପ୍ ଜରିଆରେ ଲୁଟର ନୂଆ ଫଣ୍ଡା

୨୦ ଟଙ୍କା ପୈଠର ମିନିଟିକରେ ୮ ଲକ୍ଷରୁ ଅଧିକ ଲୋଭ । ମିଛ ବିଜ୍ଞାପନ ଦେଖାଇ ଚୁନ ଲଗାଉଛନ୍ତି ଲୁଟେରା । ବଲିଉଡ୍ ଷ୍ଟାରଙ୍କ ଫଟୋ ବିଜ୍ଞାପନ ଦେଖାଇ ମହାଠକେଇ । More

ବାତ୍ୟା ସିନା ଆସିଲାନି, ଓଡ଼ିଶାକୁ ଗ୍ରାସିଲା ତାତି ! ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ରାଜ୍ୟ

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ସ୍ଥିତି । ୩ ସହରରେ ପାରଦ ୪୩ ଡିଗ୍ରୀ ଉପରେ । ଗ୍ରୀଷ୍ମ ପ୍ରବାହ ସ୍ଥିତି ସମୀକ୍ଷା କଲେ ଏସଆରସି । More

୧୯ ଭୋଟକୁ ବଜାୟ ରଖିପାରିବେ ତ ୩ ପ୍ରମୁଖ ଦଳ ? ବିଜୟ ଦାବିରେ ନେତାଙ୍କ ଭିନ୍ନ ଭିନ୍ନ ଆକଳନ

ଝାରସୁଗୁଡ଼ା ଫଳାଫଳ ପୂର୍ବରୁ ହାର୍-ଜିତର ଅଙ୍କକଷା । ବିଜେଡି ଓ ବିଜେପିର ଭିନ୍ନ ନେତାଙ୍କ ଭିନ୍ନ ଆକଳନକୁ ଚର୍ଚ୍ଚା । କଂଗ୍ରେସ କହିଲା ‘ଆମେ ଜିତିବୁ’ । More

ଓଡ଼ିଶାରେ କାଗଜ ବାଘ ପାଲଟିଛି କି ରେରା ?

ପ୍ରାଧିକରଣର ସବୁ ଆଦେଶକୁ ଫୁ କରି ଉଡ଼ାଉଛନ୍ତି ବିଲଡର୍ । ଜରିମାନା ଅସୁଲିକୁ ଢିଲାରେ ନେଉଛି ପ୍ରଶାସନ । ପିଆଇଏଲ୍ ପରେ ଜବାବ ମାଗିଲେ ହାଇକୋର୍ଟ । ରେରାଠୁ ମୁହଁ ଫେରାଉଛନ୍ତି ଗୃହ କ୍ରେତା । More

ରଥଯାତ୍ରା ଆଗରୁ ସରିବ ତ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ କାମ ?

ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି । More

ମୋଦିଙ୍କୁ ଭେଟିବା ପରେ ସ୍ପଷ୍ଟ କଲେ ନବୀନ, କହିଲେ ତୃତୀୟ ସାମୁଖ୍ୟରେ ମୁଁ ନାହିଁ

ସମସ୍ତେ ମୋଦି ବିରୋଧୀ ମେଣ୍ଟରେ ସାମିଲ ହେବେ ବୋଲି ପ୍ରତ୍ୟେକ୍ଷ ତଥା ପରୋକ୍ଷରେ ସଂକେତ ଦେଇଛନ୍ତି । More

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ଼ ବୟାନ; ଏକାକୀ ଲଢ଼ିବ ବିଜେଡି

ରାଜଧାନୀ ଦିଲ୍ଲୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଏମତି ଖୁଲମଖୁଲା ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାହା ସହ ସେ ଆହୁରି କହିଛନ୍ତି କି, ସର୍ବଦା ଏହା ଆମର ମୁଖ୍ୟ ନୀତି । ତୃତୀୟ ସାମୁଖ୍ୟ ନୀତରେ ଆମେ ନାହୁଁ More

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ, ରାଜନୈତିକ ଆଲୋଚନାକୁ ପ୍ରତ୍ୟାଖ୍ୟାନ୍‌ କଲେ..

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ଆଗକୁ ଆହୁରି କଲବଲ କରିବ ତାତି; ୪ ଦିନ ସିଝିବ ଓଡ଼ିଶା !

ଦିନ ସାଢେ ୨ଟା ସୁଦ୍ଧା ସାରା ରାଜ୍ୟରେ ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତ ହୋଇଛି । ଭୁବନେଶ୍ବରରେ ଦିନ ସାଢ଼େ ୨ଟା ସୁଦ୍ଧା ୩୭ ଡିଗ୍ରୀ ସେଲସିୟସ ରହିଥିବାବେଳେ ୪୩.୨ ଡିଗ୍ରୀ ସହ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । More

ବଡ଼ ମେଡିକାଲରେ ବଡ଼ ଅବ୍ୟବସ୍ଥା : ରକ୍ତ ନେବାକୁ ହେଲେ ଅପେକ୍ଷା କର ୩ ଦିନ

ଦକ୍ଷିଣ ଓଡ଼ିଶାର ବଡ଼ ମେଡିକାଲ ହେଉଛି ଏମକେସିଜି । ଖାଲି ଓଡିଶା ନୁହେଁ ବରଂ ପଡୋଶୀ ରାଜ୍ୟରୁ ବି ହଜାର ହଜାର ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଅନେକ ରୋଗୀଙ୍କୁ ରକ୍ତର ଆବଶ୍ୟକତା ଥିବା ଡାକ୍ତର ମଧ୍ୟ କୁହନ୍ତି । ହେଲେ ଖରାଦିନ ଥିବାରୁ ଏବେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ତେଣୁ ଘଂଟା ଘଂଟା ଅପେକ୍ଷା କରି ରହୁଛନ୍ତି ରୋଗୀ More

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ: କ’ଣ ହେବ ଆଲୋଚନା, ସେନେଇ ଚର୍ଚ୍ଚା...

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି। More

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ଉ

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ଏକକାଳୀନ ରେଡ୍‌ ହୋଇଥିବା ସୂଚନା ମିଳିଛି।   More

ପୁଣି ରକ୍ତମୁଖା ମାଓବାଦୀ: ଘରଠୁ ୨୦୦ ମିଟର ଦୂରରେ ପୂର୍ବତନ ସରପଞ୍ଚଙ୍କୁ ଗୁଳି କରି ହତ୍ୟା

ଘରୁ ଡାକି ନେଇ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ମାଓବାଦୀମାନେ ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରିଥିଲେ। More

ସୃଷ୍ଟି ହେଲା ବାତ୍ୟା 'ମୋକା', ୧୪ରେ କରିବ ଲ୍ୟାଣ୍ଡଫଲ୍‌

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଭୀଷଣ ବାତ୍ୟାରେ ଏହା ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ।  More

ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ନେଇ ଚାଷୀ କୂଳ ଖପ୍ପା

ରବି ଧାନ ସଂଗ୍ରହ ପୂର୍ବରୁ ଯୋଗାଣ ବିଭାଗର ସଂଶୋଧିତ ନିୟମକୁ ଚାଷୀଙ୍କ ବିରୋଧ। ପରିବର୍ତ୍ତିତ ନିୟମରେ କ୍ଷତି ସହିବେ ଚାଷୀ, ଆଉ ମିଲର ଲାଭବାନ ହେବା ନେଇ ଚାଷୀଙ୍କ ଅଭିଯୋଗ। More

ରାଜନୀତିରେ ସେଫ୍ ଗେମ୍ ଖେଳୁଛି କି ବିଜେଡି ? ମମତା ଓ ନୀତୀଶଙ୍କୁ ଭେଟିବା ପରେ ବି ନିରବ ନବୀନ

ସୁବିଧାବାଦୀ ରାଜନୀତି କହି ବର୍ଷିଲା ବିଜେପି । କଂଗ୍ରେସର ଅଭିଯୋଗ, ବିଜେଡି-ବିଜେପି ଏକ୍ । ସମଦୂରତା କଥା ଦୋହରାଇଲା ବିଜେଡି । More

ବଡ଼ ମେଡ଼ିକାଲରେ ବଡ଼ ସଙ୍କଟ: ଖରା ଦିନେ ରକ୍ତ ଅଭାବ, ବ୍ଲଡ୍ ବ୍ୟାଙ୍କରେ ରକ୍ତ ଖାଲି

ଦୈନିକ ଏଠାକୁ ପ୍ରାୟ ୩ ହଜାର ରୋଗୀ ଆସୁଥିବା ବେଳେ ପ୍ରାୟ ୫୦ରୁ ୬୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ୁଛି। କିନ୍ତୁ ଦେଖିଲା ବେଳକୁ ଏହାର ଅଧା  ବି ମହଜୁଦ ରହୁନାହିଁ। More

ନିଆରା ନାଉରିର କାହାଣୀ ! ନଈରେ ବୁଡ଼ିଲା ଡଙ୍ଗା, ଅନ୍ୟଙ୍କୁ ବଞ୍ଚାଇଲେ ନିଜେ ଜୀବନ ହାରିଲେ

ଏବେ ମରି ମରି ବଞ୍ଚୁଛନ୍ତି ଆଳି ବ୍ଲକ ଏକମାଣିଆର ସୁଦର୍ଶନ ସ୍ୱାଇଁଙ୍କ ବିଧବା ପତ୍ନୀ ଓ ପୁଅ । More

ସ୍ପେଶାଲ ଇଣ୍ଟେଲିଜେନ୍ସ ୱିଙ୍ଗର ଏନକାଉଣ୍ଟର, ଟାପରଙ୍ଗ ଜଙ୍ଗଲରେ ୩ ନକ୍ସଲଙ୍କୁ ଗୁଳି

କଳାହାଣ୍ଡି ପୋଲିସକୁ ଖବର ଦେଇ ନଜର ରଖିଥିଲେ ମାଓବାଦୀଙ୍କ ଉପରେ । ତେବେ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOର କମାଣ୍ଡୋ ପହଁଚିବା ପୂର୍ବରୁ ସଉଦା କିଣି ଗାଁରୁ ବାହାରିଯାଉଥିଲେ ମାଓବାଦୀ । More