ସଂକ୍ଷେପରେ ଆଜିର ତାଜା ଖବର - Wednesday, 29 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । More

୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ । More

ଝାରସୁଗୁଡ଼ା ଉପନିର୍ବାଚନ : ବାଜିଲା ନିର୍ବାଚନ ବିଗୁଲ୍‌, କିଏ ପିନ୍ଧିବ ମୁକୁଟ ?

ଝାରସୁଗୁଡା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି । More

ବଢେଇ ବାଙ୍କ ଛକରେ ଅଟକିଲା ରୁକୁଣା ରଥ

୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । More

ନବୀନଙ୍କୁ ପ୍ରଦୀପଙ୍କ ସିଧା ନିଶାନା; ‘ବ୍ରହ୍ମପୁର ଏୟାରପୋର୍ଟ ନାଁରେ ସରକାର ଦେଉଛନ୍ତି ଲଲିପପ୍’

ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ନେତାଙ୍କୁ ଦଳରେ କାହିଁକି ନୀରବ କରାଗଲା ? ଗଞ୍ଜାମ ରାଜନୀତି ବିଜେଡିରେ ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି । More

୫୦ ଲକ୍ଷ ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା କରି ପୋଡ଼ିଦେଲେ

ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲାରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । More

RD ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରୀଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି । More

Breaking News: ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

 ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ । More

ପୁଣି ଗୃହରେ ନବ ତାତି ! ଜୟ କହିଲେ ନିର୍ଯ୍ୟାସ ବାହାରୁନି ଯଦି ଗୃହର ଆବଶ୍ୟକ କ’ଣ..?

ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ ।  More

SCBରେ ପ୍ରଥମ: ବ୍ରେନ୍‌ ଡେଡ୍‌ ପରେ କିଡ୍‌ନୀ କାଢ଼ି ଅନ୍ୟ ବ୍ୟକ୍ତିଙ୍କ ଠାରେ ସଫଳ ପ୍ରତିରୋପଣ

କଟକ ଏସ୍‌ସିବି ମେଡିକାଲ(SCB Medical)ର କିଡ୍‌ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍‌ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍‌ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି। More

Today Panchang 29th March 2023: ଆଜି କାହା ପାଇଁ ଭଲ କାହା ପାଇଁ ଖରାପ ଦିନ, ଜାଣନ୍ତୁ...

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ  ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । More

ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ଼ବର୍ଷା !

ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ । More

ମରିଚିକୁଣ୍ଡ ଜଳ ପାଇଁ ରାତି ୧୧ରୁ ଲାଗିଲା ଭିଡ଼, କ’ଣ ରହିଛି ମହାତ୍ମ୍ୟ..?

ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଥାଏ । More

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୧୨ଟାରୁ ପହଣ୍ଡି ବିଜେ

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଅପରାହ୍ଣ ସାଢ଼େ ୧୨ଟାରୁ ୧ଟା ୩୦ ମଧ୍ୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ରହିଛି। More

ବନ କର୍ମଚାରୀଙ୍କୁ ଗୁଳିମାଡ଼ ! ଦୁଇ ଗୁରୁତର...

ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଛି । More

ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ଼୍‌

ବାଣିକ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି More

ଆପାର୍ଟମେଣ୍ଟ ପଞ୍ଜିକରଣର ନୂଆ ନିୟମକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ବିଲ୍ଡର-ଗ୍ରାହକ

ଆପାର୍ଟମେଣ୍ଟର କମନ ଏରିଆ, ସୋସାଇଟିକୁ ହସ୍ତାନ୍ତର ହେଲେ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବନି ତ ?  More

ବିଜେପିକୁ କାଉଣ୍ଟର ପାଇଁ ବିଜେଡି ଖେଳୁଛି କି ଧର୍ମ କାର୍ଡ ? ‘ଶଙ୍ଖ ମୋ ଗର୍ବ’ ପରେ ‘ଜୟ ଜଗନ୍ନାଥ’ ନାରା

ବିଜେଡିର ନୂଆ ନାରାକୁ ନେଇ ତେଜିଲା ରାଜନୀତି । ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । More

+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ । More

ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ। More