• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ  ବୁଧବାର ।
ଚନ୍ଦ୍ର- ମିଥୁନ ଅହୋରାତ୍ର    
ତିଥି- ୮ମୀ ରାତ୍ରି ୦୯.୦୭ ଗତେ ୯ମୀ
ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର

ଘାତ ବାର- କର୍କଟ

ପୁଷ୍କର ଦୋଷ- ରାତ୍ରି ୦୮. ୦୭ ଗତେ ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ

ଶୁଭ ସମୟ:

ପ୍ରାତଃ ୦୫.୪୭ ରୁ ୦୭.୨୪
ଦିବା ୧୦.୨୦ ରୁ ୧୧.୨୭
ଦିବା ୦୧.୫୩ ରୁ ୦୫.୦୭
ସନ୍ଧ୍ୟା ୦୬.୪୩ ରୁ ୧୦.୪୦
ରାତ୍ରି ୦୪.୧୭ ରୁ ୦୫.୪୬

ଅଧିକ ପଢ଼ନ୍ତୁ: ସୂର୍ଯ୍ୟ କିରଣ ଘରେ ନ ପଡ଼ିଲେ ହୋଇଥାଏ ଏହି ସମସ୍ୟା

ଅଶୁଭ ସମୟ:

ଋାହୁକାଳ – ଦିବା ୧୧.୫୧ ରୁ ୦୧.୨୨
କାଳବେଳା – ଦିବା ୦୮.୪୯ ରୁ ୧୦.୨୦
ବାରବେଳା – ଦିବା ୧୧.୫୧ ରୁ ୦୧.୨୨
କାଳରାତ୍ରି – ରାତ୍ରି ୦୨.୪୮ ରୁ ୦୪.୧୭